.....ଅଧର ତମର ଦିଏ ନିମନ୍ତ୍ରଣ...
...YOUR LIPS DO INV8TE....
ସପନ ଥିବ ଗୋ ଆଖିରେ ଆଖିଏ
ସପନରେ ଥିବ ତମେ ଗୋ...
ପାଦତଳେ ତମ ବର୍ଷା ଲୋଟୁଥିବ
ମଧୁର ମୁରଲୀ ସ୍ୱନେ ଗୋ.....
ଶ୍ରାବଣ ଆସିବ ଚିଟୋଉ ଧରିକି
ପ୍ରିୟତମ ଆସିବେ କି.....
ବୁକୁରେ ବୁକୁଏ ଧରିଥିବ ଭାଷା
ପ୍ରଣୟ ପତର ଜାକି.....
ସୁସ୍ମିତା ତମେ ସୁନ୍ଦରତମା
ଓଠରେ କୃଷ୍ଣଚୁଡା..
କୋଉଠି ଥିଲ ଗୋ ଯୋଜନଗନ୍ଧା
ଦେଲ କିଆଁ ଏତେ ପୀଡା....
ଅଧର ତମର ଦିଏ ନିମନ୍ତ୍ରଣ
ଶ୍ରଦ୍ଧା ବରଷେ ଆଖିରୁ...
ଚୂର୍ଣ୍ଣ କୁନ୍ତଳ ଆବାହନ କରେ
ଉଷ୍ମ ଆଶ୍ୱାସନା ଛାତି ରୁ...
Your eyes would have held full dreams..
You would have occupied the whole of dreams...
The rain wold wash your feet
With a sweet tuning of flute...
Sravana would come with a love letter
For the dearest who may come..
With a lot of message hidden in the heart.
You are the dearest O, the most beautiful ever
Your lips are krushnachuda..
Where were you O sweet scented
Why did you torment me ...
Your lips do invite and
Care ooz out of your eyes and warm
Promise from your bosoms...
©® SACHIDANANDA MISHRA
...YOUR LIPS DO INV8TE....
ସପନ ଥିବ ଗୋ ଆଖିରେ ଆଖିଏ
ସପନରେ ଥିବ ତମେ ଗୋ...
ପାଦତଳେ ତମ ବର୍ଷା ଲୋଟୁଥିବ
ମଧୁର ମୁରଲୀ ସ୍ୱନେ ଗୋ.....
ଶ୍ରାବଣ ଆସିବ ଚିଟୋଉ ଧରିକି
ପ୍ରିୟତମ ଆସିବେ କି.....
ବୁକୁରେ ବୁକୁଏ ଧରିଥିବ ଭାଷା
ପ୍ରଣୟ ପତର ଜାକି.....
ସୁସ୍ମିତା ତମେ ସୁନ୍ଦରତମା
ଓଠରେ କୃଷ୍ଣଚୁଡା..
କୋଉଠି ଥିଲ ଗୋ ଯୋଜନଗନ୍ଧା
ଦେଲ କିଆଁ ଏତେ ପୀଡା....
ଅଧର ତମର ଦିଏ ନିମନ୍ତ୍ରଣ
ଶ୍ରଦ୍ଧା ବରଷେ ଆଖିରୁ...
ଚୂର୍ଣ୍ଣ କୁନ୍ତଳ ଆବାହନ କରେ
ଉଷ୍ମ ଆଶ୍ୱାସନା ଛାତି ରୁ...
Your eyes would have held full dreams..
You would have occupied the whole of dreams...
The rain wold wash your feet
With a sweet tuning of flute...
Sravana would come with a love letter
For the dearest who may come..
With a lot of message hidden in the heart.
You are the dearest O, the most beautiful ever
Your lips are krushnachuda..
Where were you O sweet scented
Why did you torment me ...
Your lips do invite and
Care ooz out of your eyes and warm
Promise from your bosoms...
©® SACHIDANANDA MISHRA
No comments:
Post a Comment