Sunday, 17 September 2017

.....ଶୁଣୁଛ ସଖି.....2 ..LISTINING LOVE....2

.....ଶୁଣୁଛ ସଖି.....2
        ..LISTINING LOVE....2

ଶୁଣୁଛ ସଖି....
ତମେ ଗଲାଦିନୁଁ ଏଠି
ଆଷାଢ଼ ର ଦେଖା ନାଇଁ..
ତମ ସ୍ମୃତି ଆସୁଛନ୍ତି ମେଳା ମେଳା
ଏ ଯାଏଁ ଆସିନି କାଇଁ ପହିଲି ପୁଲକ...
ତମ ସାଥେ ଯାଇଥିଲା
ସେଇ ଯିଏ ଭିଜା ମାଟି ଗନ୍ଧ...
କୁଆଁରୀ କନିଆଁ ମନ
ଆଉ ସବୁ ଯାହା କିଛି ଥାଉ ପଛେ
ଝିପି ଝିପି ବରଷାରେ ଅନ୍ଧ ଉଚ୍ଛନ୍ନ...
ରୂପ ରାଇଜର ରଜା
କଳ୍ପନା ରେ ଖାଲି ହୁଏ ଦେଖା
ନୂଆ ପ୍ରେମ ନୁହେଁ କଣ ମୁଠାଏ ଶୁନ୍ୟତା !!
ପ୍ରତାରଣା ସ୍ୱପ୍ନ ନୁହେଁ
ନୁହେଁ ଅବା ଅନ୍ୟନାମ ଗୌରଚନ୍ଦ୍ରିକା ର
ମରୀଚିକା ତମେ କଣ ସତେ ମୋନାଲିସା ?

Listening Sakhi ?
Aashadha is missing here
Since you left..
Your memories do come in bunches
The first excitement is yet to come
With you had gone
That smell of drenched soil..
The heart of the maiden lass
Whatever there may be she has
Is blindly excited in slow shower..
The prince of the fairy land
Comes only in imagination..
Is the first love a handful of emptiness ?
The deceit is never a dream
Neither is it the other name of introduction..
Monalisa.. are you really the other name of mirage ?

©® SACHIDANANDA MISHRA

No comments:

Post a Comment