......ଧରି ଥାଆ ମଙ୍ଗ ମୋଡି ରେ....
..JUST KEEP HOLD ON THE STERN..
ରୂପ ରଙ୍ଗ ସବୁ ଆଉ
ନ ଦେଖ ରେ ବାଇମନ
ବେଳ ତ ଯାଉଛି ଗଡି....
ଚେହେରା ତଳେ ତୋ ରସରଙ୍ଗାଧର
ଧରି ଥାଆ ମଙ୍ଗ ମୋଡି...
ସଜେଇ ହେଇକି ପଡ଼ିଚୁ ବାବୁରେ
କାଦୁଅ ମେଞ୍ଚାକ ପଛରେ..
ଯାହାକୁ ଭାବୁଛୁ ଅସଲ ବୋଲିକି
ସେଇ ତ ଚଢ଼ିଛି ଗଛରେ...
ଭଙ୍ଗା ଡାଳ କଣ ସମ୍ଭାଳିବ ତତେ
ପଡ଼ିବୁ ତଳେ କଚାଡି ରେ...
ଚେହେରା ତଳେ ତୋ ରସରଙ୍ଗାଧର
ଧରି ଥାଆ ମଙ୍ଗ ମୋଡି ରେ......
Don't look at the figure and the colour
O my dear, Time is on the run...
The Lord of the beauty, the red lipped one is inside you
Just keep hold on the stern..
Decorated, you are after the brick of mud ..
The one you consider as the real one..
Has climbed up the tree..
The broken branch won't sustain ever
You will fall down..
The Lord of the beauty, the red lipped one is inside you
Just keep hold on the stern..
©® SACHIDANANDA MISHRA
..JUST KEEP HOLD ON THE STERN..
ରୂପ ରଙ୍ଗ ସବୁ ଆଉ
ନ ଦେଖ ରେ ବାଇମନ
ବେଳ ତ ଯାଉଛି ଗଡି....
ଚେହେରା ତଳେ ତୋ ରସରଙ୍ଗାଧର
ଧରି ଥାଆ ମଙ୍ଗ ମୋଡି...
ସଜେଇ ହେଇକି ପଡ଼ିଚୁ ବାବୁରେ
କାଦୁଅ ମେଞ୍ଚାକ ପଛରେ..
ଯାହାକୁ ଭାବୁଛୁ ଅସଲ ବୋଲିକି
ସେଇ ତ ଚଢ଼ିଛି ଗଛରେ...
ଭଙ୍ଗା ଡାଳ କଣ ସମ୍ଭାଳିବ ତତେ
ପଡ଼ିବୁ ତଳେ କଚାଡି ରେ...
ଚେହେରା ତଳେ ତୋ ରସରଙ୍ଗାଧର
ଧରି ଥାଆ ମଙ୍ଗ ମୋଡି ରେ......
Don't look at the figure and the colour
O my dear, Time is on the run...
The Lord of the beauty, the red lipped one is inside you
Just keep hold on the stern..
Decorated, you are after the brick of mud ..
The one you consider as the real one..
Has climbed up the tree..
The broken branch won't sustain ever
You will fall down..
The Lord of the beauty, the red lipped one is inside you
Just keep hold on the stern..
©® SACHIDANANDA MISHRA
No comments:
Post a Comment