.....ଫେରିବି ଗୋ ମୁଁ ଯେ ଫେରିବି...3
..... ONE DAY RETURN I WILL....3
ଫେରିବି ଗୋ ନିଶ୍ଚେ ଫେରିବି
ମୁଗ୍ଧ ଆଖିର ପଲକେ ତମର
କୁହୁକ ପରଶ ମାରିବି....
ଧାରା ଶ୍ରାବଣ ର ଶୀତଳ ଛଟକା
ଗୋଲାପୀ ଅଧରେ ତମର
ଖେଳାଇବ ତୃପ୍ତି ମଧୁର ବିସ୍ତୃତି
ଜଗାଇବ ସ୍ୱପ୍ନ ଅପାର...
ଲେଉଟିବ କଡ଼ ଯେବେ ଗୋ...
ଖୋଜିବ ଚକିତେ ମନର ମଣିଷ
ଦଶ ଦିଗ ସାକ୍ଷୀ ଥିବେ ଗୋ....
ପ୍ରଥମ ପ୍ରେମର ପ୍ରଥମ ପ୍ରଣୟ
ଖୋଜିବ ଆଖିର ଇସାରା..
ପୁଲକିତ ମନ ହୃଷ୍ଟ ନିଧୁବନ
ପିଇବ କାମନା ମଦିରା.....
ସପନ ପସରା ଧରିବି...
ଅଳକା ପୁରୀର ରମଣୀ ରତନ
ଫେରିବି ଗୋ ନିଶ୍ଚେ ଫେରିବି .....
One day I will be back my dear
Will surely come back one day..
Will the magic touch
To the lid of your career eyes...
The cold splash of the sravana continuity
Will play the sweet spreadsheet of satisfaction on your rosy lips..
Raising innumerable dreams....
When you shift the side...
We will search your dearest
With the ten directions as witness...
The first game of the first love
Will miss the indications of eyes...
With enchanted mind
And the open invitation
You will drink elixir....
I will hold the basket of expectations
O the diamond lady of the Alakapuri,
I will return
Surely I will return....
©® SACHIDANANDA MISHRA.
..... ONE DAY RETURN I WILL....3
ଫେରିବି ଗୋ ନିଶ୍ଚେ ଫେରିବି
ମୁଗ୍ଧ ଆଖିର ପଲକେ ତମର
କୁହୁକ ପରଶ ମାରିବି....
ଧାରା ଶ୍ରାବଣ ର ଶୀତଳ ଛଟକା
ଗୋଲାପୀ ଅଧରେ ତମର
ଖେଳାଇବ ତୃପ୍ତି ମଧୁର ବିସ୍ତୃତି
ଜଗାଇବ ସ୍ୱପ୍ନ ଅପାର...
ଲେଉଟିବ କଡ଼ ଯେବେ ଗୋ...
ଖୋଜିବ ଚକିତେ ମନର ମଣିଷ
ଦଶ ଦିଗ ସାକ୍ଷୀ ଥିବେ ଗୋ....
ପ୍ରଥମ ପ୍ରେମର ପ୍ରଥମ ପ୍ରଣୟ
ଖୋଜିବ ଆଖିର ଇସାରା..
ପୁଲକିତ ମନ ହୃଷ୍ଟ ନିଧୁବନ
ପିଇବ କାମନା ମଦିରା.....
ସପନ ପସରା ଧରିବି...
ଅଳକା ପୁରୀର ରମଣୀ ରତନ
ଫେରିବି ଗୋ ନିଶ୍ଚେ ଫେରିବି .....
One day I will be back my dear
Will surely come back one day..
Will the magic touch
To the lid of your career eyes...
The cold splash of the sravana continuity
Will play the sweet spreadsheet of satisfaction on your rosy lips..
Raising innumerable dreams....
When you shift the side...
We will search your dearest
With the ten directions as witness...
The first game of the first love
Will miss the indications of eyes...
With enchanted mind
And the open invitation
You will drink elixir....
I will hold the basket of expectations
O the diamond lady of the Alakapuri,
I will return
Surely I will return....
©® SACHIDANANDA MISHRA.
No comments:
Post a Comment