...........ଶୁଣୁଛ ସଖି.....3
.......LISTINING LOVE....3
ଶୁଣୁଛ ସଖି ?
କବିତା ଲେଖିବା ଏକ ସଉକି ଏଠି...
ଉଖାରିବା ଲୋଡା ନାଇଁ
ଉଦାସୀ ମନର କୋଣ...
ଅନ୍ଧାରିଆ ଖୁଣ୍ଟ ତଳ
କିବା ବୁଢିଆଣି ଜାଲଭରା ଅନୁକୋଣ...
ଖୋଜିବାକୁ ପଡେ ନାଇଁ ଗହୀର ମଝିରେ ମୂଷାଗାତ
ଅବା ହିଡ଼ ତଳ...
ଗାଁ ମଶାଣିରେ ଏବେ କଣ୍ଟା ବଣ ନାଇଁ
ନିଃଶବ୍ଦତା ପାଇବାକୁ
ଲୋଡ଼ା ଘିଅ ଷାଠିଏ ମହଣ....
ଧୂଆଁ ର କୁଣ୍ଡଳୀ ଥିଲା କେବେ ସୁରକ୍ଷିତ
ପୁରସ୍କାର ପାଇଁ ହେଉଥିଲେ ଗୋଷ୍ଠୀଭୁକ୍ତ..
ଯଦୁପତି ଧରିଛନ୍ତି ଏବେ ମାରଣାସ୍ତ୍ର...
ରଘୁପତି ଖୋଜୁଛନ୍ତି ପରିଚୟ ପତ୍ର...
ମୋନାଲିସା...
କାଶତଣ୍ଡି ବଣ ଆଉ ଦିଶୁନାଇଁ
ଦିଶୁନାଇଁ ଗେଣ୍ଡାଳିଆ...
ଭାବିବାକୁ ବେଳ ନାଇଁ
କବିତା ଲେଖିବ ଯଦି ଲେଖ ଠିଆ ଠିଆ..
ମାନପତ୍ର ମିଳିଯାଏ ଏଠି
ଗୋଷ୍ଠୀଭୁକ୍ତ ହେଲେ ମାହାଳିଆ...
ଶବ୍ଦମାନେ ଅସହାୟ ଏଠି
ଖୋଜା ହେଉନାଇଁ ମନର ଉହାଡୁ...
ଲେଖା ହୁଏ ମୁଢି ଖାଉ ଖାଉ
ଆଉ ଖୋଜାଖୋଜି କରି ୟାଡୁ ସାଡୁ...
Listening love ?
Writing poetry is a pastime here...
You don't need to poke into the corners of a thoughtful mind...
Bottom of a dark pillar
Or the secret place with spider webs
You needn't search in the rat holes in a corn field
Or inside the wall
You won't see the thorny bushes in the village crematorium..
You have to work over board for a little silence..
A day was there when smoking was the holy sign of intelligence..
For prizes you were inside the groups..
The ring leader is with an AK 47 now
And the head is in search of his own identity...
Monalisa !
Kashatandi flowers have no place today
Gendalia is no more seen..
No time to think a little
Write poetry while stand on a queue
You will have a memorandum
If you are inside
Words are helpless
Left untreated inside the store,
Are written at the middle of something
Just by reassembling...
©®SACHIDANANDA MISHRA
.......LISTINING LOVE....3
ଶୁଣୁଛ ସଖି ?
କବିତା ଲେଖିବା ଏକ ସଉକି ଏଠି...
ଉଖାରିବା ଲୋଡା ନାଇଁ
ଉଦାସୀ ମନର କୋଣ...
ଅନ୍ଧାରିଆ ଖୁଣ୍ଟ ତଳ
କିବା ବୁଢିଆଣି ଜାଲଭରା ଅନୁକୋଣ...
ଖୋଜିବାକୁ ପଡେ ନାଇଁ ଗହୀର ମଝିରେ ମୂଷାଗାତ
ଅବା ହିଡ଼ ତଳ...
ଗାଁ ମଶାଣିରେ ଏବେ କଣ୍ଟା ବଣ ନାଇଁ
ନିଃଶବ୍ଦତା ପାଇବାକୁ
ଲୋଡ଼ା ଘିଅ ଷାଠିଏ ମହଣ....
ଧୂଆଁ ର କୁଣ୍ଡଳୀ ଥିଲା କେବେ ସୁରକ୍ଷିତ
ପୁରସ୍କାର ପାଇଁ ହେଉଥିଲେ ଗୋଷ୍ଠୀଭୁକ୍ତ..
ଯଦୁପତି ଧରିଛନ୍ତି ଏବେ ମାରଣାସ୍ତ୍ର...
ରଘୁପତି ଖୋଜୁଛନ୍ତି ପରିଚୟ ପତ୍ର...
ମୋନାଲିସା...
କାଶତଣ୍ଡି ବଣ ଆଉ ଦିଶୁନାଇଁ
ଦିଶୁନାଇଁ ଗେଣ୍ଡାଳିଆ...
ଭାବିବାକୁ ବେଳ ନାଇଁ
କବିତା ଲେଖିବ ଯଦି ଲେଖ ଠିଆ ଠିଆ..
ମାନପତ୍ର ମିଳିଯାଏ ଏଠି
ଗୋଷ୍ଠୀଭୁକ୍ତ ହେଲେ ମାହାଳିଆ...
ଶବ୍ଦମାନେ ଅସହାୟ ଏଠି
ଖୋଜା ହେଉନାଇଁ ମନର ଉହାଡୁ...
ଲେଖା ହୁଏ ମୁଢି ଖାଉ ଖାଉ
ଆଉ ଖୋଜାଖୋଜି କରି ୟାଡୁ ସାଡୁ...
Listening love ?
Writing poetry is a pastime here...
You don't need to poke into the corners of a thoughtful mind...
Bottom of a dark pillar
Or the secret place with spider webs
You needn't search in the rat holes in a corn field
Or inside the wall
You won't see the thorny bushes in the village crematorium..
You have to work over board for a little silence..
A day was there when smoking was the holy sign of intelligence..
For prizes you were inside the groups..
The ring leader is with an AK 47 now
And the head is in search of his own identity...
Monalisa !
Kashatandi flowers have no place today
Gendalia is no more seen..
No time to think a little
Write poetry while stand on a queue
You will have a memorandum
If you are inside
Words are helpless
Left untreated inside the store,
Are written at the middle of something
Just by reassembling...
©®SACHIDANANDA MISHRA
No comments:
Post a Comment