......ଅୟି ପ୍ରିୟତମା ମମ.....
ତମ ନୟନ ପ୍ରାନ୍ତେ କିଏ ଗୋ ଲେଖିଲା
ଲଜ୍ଜାବିଧୁର ଭାଷା...
ଚପଳ ଭୁରୁରେ ରଂଜିଲା କିଏ
ତନ୍ଦ୍ରା ଅଳସୀ ଆଶା...
ଚୂର୍ଣ୍ଣ କୁନ୍ତଳେ ତମ....
କିଏ ସେ ଗୋ ଦେଲା ଅୟୁତ ଆକାଂକ୍ଷା
କହ ଗୋ କହ
ଅୟି ପ୍ରିୟତମା ମମ...
Who has crafted the language washed with shy
On the edge of your eyes ?
Who has painted your fickled brows
With slow hopes wary ?
Now tell..
Tell me O dearest one of mine
Who has bedecked your stray hairs with millions of expectations ?
©® SACHIDANANDA MISHRA
ତମ ନୟନ ପ୍ରାନ୍ତେ କିଏ ଗୋ ଲେଖିଲା
ଲଜ୍ଜାବିଧୁର ଭାଷା...
ଚପଳ ଭୁରୁରେ ରଂଜିଲା କିଏ
ତନ୍ଦ୍ରା ଅଳସୀ ଆଶା...
ଚୂର୍ଣ୍ଣ କୁନ୍ତଳେ ତମ....
କିଏ ସେ ଗୋ ଦେଲା ଅୟୁତ ଆକାଂକ୍ଷା
କହ ଗୋ କହ
ଅୟି ପ୍ରିୟତମା ମମ...
Who has crafted the language washed with shy
On the edge of your eyes ?
Who has painted your fickled brows
With slow hopes wary ?
Now tell..
Tell me O dearest one of mine
Who has bedecked your stray hairs with millions of expectations ?
©® SACHIDANANDA MISHRA
No comments:
Post a Comment