........ପ୍ରଣାମ କରୁ ହେ ପ୍ରଥମ ବେଦ......
.......WE SALUTE THEE
O FIRST WISHDOM......
ବନ୍ଧୁର ପଥ ର ଯାତ୍ରୀ ଆମେ
ଆଖି ଖୋଲିନାହିଁ ଶୁଭୁନି କିଛି,
ଜ୍ଞାନ ବର୍ତ୍ତିକା ଖୋଜୁଚୁ ଅନ୍ଧାରେ
କିଏ ସେ ସେଠି ହେ ହାତ ଠାରୁଛି ?
ସପନ ଦେଖିବୁ ଦେଖାଇବ କିଏ
ଚିହ୍ନାଇବ କିଏ ସୂର୍ଯ୍ୟ ତାରା...
ବାଟ ଚାଲିବାକୁ କହିବ କିଏ ସେ
ପାହାଚ ଚଢ଼ିବୁ କାହାରେ ଭାରା ?
ମୁହଁରେ ଭରିବ କିଏ ସେ ଶବ୍ଦ
ଲେଖେଇବ କିଏ ଧରି କଲମ...
ଶୁଣେଇବ କିଏ ବଜ୍ର ଶପଥ
ତୁଟେଇବ କିଏ ମନୁ ଭରମ....
ପଦଧୂଳି ଯାର ସରଗ ପସରା
ଆଶୀର୍ବାଦ ଯାର ମୋକ୍ଷପଦ...
ଧନ୍ୟ ଧନ୍ୟ ତୁମେ ଗୁରୁଦେବ ହେ
ପ୍ରଣାମ କରୁ ହେ ପ୍ରଥମ ବେଦ....
We are the travellers on a difficult road
Our eyes are still closed, won't hear anything..
Searching the wicks of knowledge in darkness
Who is waving a helping hand there ?
Who will identify us the Sun, the stars
We want to dream who will guide ?
On whose advice we would tread on the path
Leaning on whom would climb the steps..
Who will fill words in our mouth
Who will make us hold pen to write
Who will make us listen the strong vow
Who else would eradicate illusion from our mind ?
The dust of your feet is heavenly to us
Your blessings are emancipation..
You are great O Teacher..
We salute thee O the first wisdom..
©® SACHIDANANDA MISHRA
.......WE SALUTE THEE
O FIRST WISHDOM......
ବନ୍ଧୁର ପଥ ର ଯାତ୍ରୀ ଆମେ
ଆଖି ଖୋଲିନାହିଁ ଶୁଭୁନି କିଛି,
ଜ୍ଞାନ ବର୍ତ୍ତିକା ଖୋଜୁଚୁ ଅନ୍ଧାରେ
କିଏ ସେ ସେଠି ହେ ହାତ ଠାରୁଛି ?
ସପନ ଦେଖିବୁ ଦେଖାଇବ କିଏ
ଚିହ୍ନାଇବ କିଏ ସୂର୍ଯ୍ୟ ତାରା...
ବାଟ ଚାଲିବାକୁ କହିବ କିଏ ସେ
ପାହାଚ ଚଢ଼ିବୁ କାହାରେ ଭାରା ?
ମୁହଁରେ ଭରିବ କିଏ ସେ ଶବ୍ଦ
ଲେଖେଇବ କିଏ ଧରି କଲମ...
ଶୁଣେଇବ କିଏ ବଜ୍ର ଶପଥ
ତୁଟେଇବ କିଏ ମନୁ ଭରମ....
ପଦଧୂଳି ଯାର ସରଗ ପସରା
ଆଶୀର୍ବାଦ ଯାର ମୋକ୍ଷପଦ...
ଧନ୍ୟ ଧନ୍ୟ ତୁମେ ଗୁରୁଦେବ ହେ
ପ୍ରଣାମ କରୁ ହେ ପ୍ରଥମ ବେଦ....
We are the travellers on a difficult road
Our eyes are still closed, won't hear anything..
Searching the wicks of knowledge in darkness
Who is waving a helping hand there ?
Who will identify us the Sun, the stars
We want to dream who will guide ?
On whose advice we would tread on the path
Leaning on whom would climb the steps..
Who will fill words in our mouth
Who will make us hold pen to write
Who will make us listen the strong vow
Who else would eradicate illusion from our mind ?
The dust of your feet is heavenly to us
Your blessings are emancipation..
You are great O Teacher..
We salute thee O the first wisdom..
©® SACHIDANANDA MISHRA
No comments:
Post a Comment