.....ଫେରିବି ଗୋ ମୁଁ ଯେ ଫେରିବି... ୫
..... ONE DAY RETURN I WILL....5
ଫେରିବି ଗୋ ନିଶ୍ଚେ ଫେରିବି....
ସଜ ସକାଳର ନିଦୁଆ ଆଖିରେ
କୁହୁକ ଅଞ୍ଜନ ଲେପିବି...
ସପନ ଦେଖିବ ତମେ ଗୋ ସୁନ୍ଦରୀ
ଛାତିରେ ମୋ' ମଥା ରଖି...
ପିଇବ ପ୍ରିୟା ଗୋ ପ୍ରଣୟ ପୀୟୂଷ
ଆଖିରେ ମିଶାଇ ଆଖି...
ସଜ ସୁଗନ୍ଧିତ ରଜନୀଗନ୍ଧା ରେ
ମଣ୍ଡିତ ହବ ସଖି ଗୋ...
ଚନ୍ଦ୍ରିକା ଖୋସି ମୃଦୁଳ ଗଭାରେ
ପ୍ରିୟତମେ ଦବ ସାକ୍ଷୀ ଗୋ....
ମୋହିନୀ ମୁଦ୍ରାରେ ରଂଜିବ ସଜନୀ
ପ୍ରୀତି ସାଗରରେ ଭାସିବି..
କୁହୁକ ଘୋଡାରେ ଚଢି ପ୍ରିୟତମା
ଫେରିବି ଗୋ ନିଶ୍ଚେ ଫେରିବି....
I will return, no doubt
Return I will..
You will dream O beautiful
With your head on my chest.
You will drink the nectar of love, sweetheart
With your eyes in mine..
You will be decorated with fresh perfumed Rajanigandhaa, dearest
You will charm your dearest with moon beam on your juda..
You will enchant me in an engrossing pose to make me float
On the ocean of love..
Riding a magic horse,
I will come my sweet love
I will no doubt return....
©® SACHIDANANDA MISHRA
..... ONE DAY RETURN I WILL....5
ଫେରିବି ଗୋ ନିଶ୍ଚେ ଫେରିବି....
ସଜ ସକାଳର ନିଦୁଆ ଆଖିରେ
କୁହୁକ ଅଞ୍ଜନ ଲେପିବି...
ସପନ ଦେଖିବ ତମେ ଗୋ ସୁନ୍ଦରୀ
ଛାତିରେ ମୋ' ମଥା ରଖି...
ପିଇବ ପ୍ରିୟା ଗୋ ପ୍ରଣୟ ପୀୟୂଷ
ଆଖିରେ ମିଶାଇ ଆଖି...
ସଜ ସୁଗନ୍ଧିତ ରଜନୀଗନ୍ଧା ରେ
ମଣ୍ଡିତ ହବ ସଖି ଗୋ...
ଚନ୍ଦ୍ରିକା ଖୋସି ମୃଦୁଳ ଗଭାରେ
ପ୍ରିୟତମେ ଦବ ସାକ୍ଷୀ ଗୋ....
ମୋହିନୀ ମୁଦ୍ରାରେ ରଂଜିବ ସଜନୀ
ପ୍ରୀତି ସାଗରରେ ଭାସିବି..
କୁହୁକ ଘୋଡାରେ ଚଢି ପ୍ରିୟତମା
ଫେରିବି ଗୋ ନିଶ୍ଚେ ଫେରିବି....
I will return, no doubt
Return I will..
You will dream O beautiful
With your head on my chest.
You will drink the nectar of love, sweetheart
With your eyes in mine..
You will be decorated with fresh perfumed Rajanigandhaa, dearest
You will charm your dearest with moon beam on your juda..
You will enchant me in an engrossing pose to make me float
On the ocean of love..
Riding a magic horse,
I will come my sweet love
I will no doubt return....
©® SACHIDANANDA MISHRA
No comments:
Post a Comment