......ପ୍ରୀତିପସରା ଗୋ ମୁଗ୍ଧା ପ୍ରେୟସୀ....
....MY ENCHANTED BELOVED....
କୋଇଲି କଣ୍ଠେ ବାଜିଥିଲା ତମ
ଶୁଭ ଆଗମନୀ ଶଙ୍ଖ...
ପାଇଥିଲି ତମ ପ୍ରଣୟ ପାଖୁଡା
ପ୍ରଥିତ ମୟୁର ପଙ୍ଖ...
ସ୍ବପ୍ନବିଭୋରା ସୁନ୍ଦରତମା
ପୀୟୂଷପୋଷିତା ଉଷା....
ପ୍ରୀତିପସରା ଗୋ ମୁଗ୍ଧା ପ୍ରେୟସୀ
ବିଦଗ୍ଧା ମୋନାଲିସା....
ସ୍ନିଗ୍ଧ କୋମଳ ସ୍ନେହର ପରଶ
ବୋଳା ନିମନ୍ତ୍ରଣ ଚିଠା ଗୋ ...
ଦେଇଥିଲ ସଖି କାକରବିନ୍ଦୁରେ
ବିଶ୍ୱାସବତୁରା ମିଠା ଗୋ...
Your auspicious welcome song was
Sung in the cockoo's coo..
I had received the peacock feather
Bedecked with your love petals too..
Lost in dreams O my beautiful
You are the dawn dripped in nectar...
My enchanted beloved
O Monalisa
The casket of love you are....
You had sent an invitation card painted with soft touch of affection..
You had sent sweets drenched in pure faith
In the platform of dew drops..
©® SACHIDANANDA MISHRA
....MY ENCHANTED BELOVED....
କୋଇଲି କଣ୍ଠେ ବାଜିଥିଲା ତମ
ଶୁଭ ଆଗମନୀ ଶଙ୍ଖ...
ପାଇଥିଲି ତମ ପ୍ରଣୟ ପାଖୁଡା
ପ୍ରଥିତ ମୟୁର ପଙ୍ଖ...
ସ୍ବପ୍ନବିଭୋରା ସୁନ୍ଦରତମା
ପୀୟୂଷପୋଷିତା ଉଷା....
ପ୍ରୀତିପସରା ଗୋ ମୁଗ୍ଧା ପ୍ରେୟସୀ
ବିଦଗ୍ଧା ମୋନାଲିସା....
ସ୍ନିଗ୍ଧ କୋମଳ ସ୍ନେହର ପରଶ
ବୋଳା ନିମନ୍ତ୍ରଣ ଚିଠା ଗୋ ...
ଦେଇଥିଲ ସଖି କାକରବିନ୍ଦୁରେ
ବିଶ୍ୱାସବତୁରା ମିଠା ଗୋ...
Your auspicious welcome song was
Sung in the cockoo's coo..
I had received the peacock feather
Bedecked with your love petals too..
Lost in dreams O my beautiful
You are the dawn dripped in nectar...
My enchanted beloved
O Monalisa
The casket of love you are....
You had sent an invitation card painted with soft touch of affection..
You had sent sweets drenched in pure faith
In the platform of dew drops..
©® SACHIDANANDA MISHRA
No comments:
Post a Comment