............ଢାଳିଦିଅ ଆଶିଷ ଗୋ..............
....POUR DOWN BKESSINGS MAA...
ଆସ ଗୋ ଜନନୀ ତମେ
ହଉ ପଛେ ବରଷକେ ଥରେ
ହାତେ ଧରି ମୁଠାଏ ଅଶିଣ...
କାଶତଣ୍ଡି ଫୁଲେ ଧରି ଶୁଭ୍ରତାର ଭସା ମେଘ
ଆଉ ଭରସାର ଅନାଘ୍ରାତ ରାଣ....
ବର୍ଷା ହେଉ ପାର୍ବଣର
ମୁହଁ ରେ ଖେଳାଇ ଦିଅ
ଗଦା ଗଦା ଆନନ୍ଦର ଫଲ୍ଗୁ...
ସପନ ସାକାର ହେଉ
ଆଶିଷର କୁଣ୍ଡାଝଡା ହଉ ମାତ
ବୋହିଆସୁ ସ୍ନେହ ବାରି ନୟନସରଗୁ...
ଘେନ ଆମ ପୂଜା ମା ଗୋ
ଘେନ ଦୀନ ଦରିଦ୍ରଙ୍କ
ପ୍ରାଣର ପ୍ରଣତି...
ବନ୍ଦନା ଜାଣିନୁ ଆମେ
ହୃଦୟର ଡାକ ହେଉ ତୁମ ପାଇଁ
ଶ୍ରଦ୍ଧାର ମିତାକ୍ଷରୀ ଶ୍ରୁତି ଆଉ ସ୍ମୃତି....
ଢାଳିଦିଅ ଆଶିଷ ଗୋ
ପୋଛିଦିଅ ମୁଖୁଁ ଆମ
ସ୍ୱାର୍ଥର ଘୃଣାକ୍ଷର.....
ଘେନା କର ପୁଷ୍ପାଞ୍ଜଳୀ
ଢାଳିଦିଅ ମସ୍ତକରେ ଆମ
ଶ୍ରଦ୍ଧା ଆଉ ସ୍ନେହର ଅବିର...
Let it be once a year
Come O my mother
With a handful of Ashina..
Come with floating clouds of hoariness
And unsmelt promise of reliance ...
Let there be rain of festivity
Let every face bloom with
Heaps of red powder of joy
Let the dreams take shape..
Let their be drizzle of blessings O mother
Let water of affection flow from the heaven of your eyes..
Receive our worship O mother
Receive the soulful bowing down of the down trodden
We are yet to know how to pray you
Let our call of heart for you
Be the short form of love in form of smrutis and Shruties....
Pour down your blessings Ma
Wipe our face of the characters of hatred..
Our handful of flowers may be received
Let our heads be sprayed with red
Powder of love and affection..
©® SACHIDANANDA MISHRA
....POUR DOWN BKESSINGS MAA...
ଆସ ଗୋ ଜନନୀ ତମେ
ହଉ ପଛେ ବରଷକେ ଥରେ
ହାତେ ଧରି ମୁଠାଏ ଅଶିଣ...
କାଶତଣ୍ଡି ଫୁଲେ ଧରି ଶୁଭ୍ରତାର ଭସା ମେଘ
ଆଉ ଭରସାର ଅନାଘ୍ରାତ ରାଣ....
ବର୍ଷା ହେଉ ପାର୍ବଣର
ମୁହଁ ରେ ଖେଳାଇ ଦିଅ
ଗଦା ଗଦା ଆନନ୍ଦର ଫଲ୍ଗୁ...
ସପନ ସାକାର ହେଉ
ଆଶିଷର କୁଣ୍ଡାଝଡା ହଉ ମାତ
ବୋହିଆସୁ ସ୍ନେହ ବାରି ନୟନସରଗୁ...
ଘେନ ଆମ ପୂଜା ମା ଗୋ
ଘେନ ଦୀନ ଦରିଦ୍ରଙ୍କ
ପ୍ରାଣର ପ୍ରଣତି...
ବନ୍ଦନା ଜାଣିନୁ ଆମେ
ହୃଦୟର ଡାକ ହେଉ ତୁମ ପାଇଁ
ଶ୍ରଦ୍ଧାର ମିତାକ୍ଷରୀ ଶ୍ରୁତି ଆଉ ସ୍ମୃତି....
ଢାଳିଦିଅ ଆଶିଷ ଗୋ
ପୋଛିଦିଅ ମୁଖୁଁ ଆମ
ସ୍ୱାର୍ଥର ଘୃଣାକ୍ଷର.....
ଘେନା କର ପୁଷ୍ପାଞ୍ଜଳୀ
ଢାଳିଦିଅ ମସ୍ତକରେ ଆମ
ଶ୍ରଦ୍ଧା ଆଉ ସ୍ନେହର ଅବିର...
Let it be once a year
Come O my mother
With a handful of Ashina..
Come with floating clouds of hoariness
And unsmelt promise of reliance ...
Let there be rain of festivity
Let every face bloom with
Heaps of red powder of joy
Let the dreams take shape..
Let their be drizzle of blessings O mother
Let water of affection flow from the heaven of your eyes..
Receive our worship O mother
Receive the soulful bowing down of the down trodden
We are yet to know how to pray you
Let our call of heart for you
Be the short form of love in form of smrutis and Shruties....
Pour down your blessings Ma
Wipe our face of the characters of hatred..
Our handful of flowers may be received
Let our heads be sprayed with red
Powder of love and affection..
©® SACHIDANANDA MISHRA
No comments:
Post a Comment