.........ଯିବିନି ଗୋ ଦଣ୍ଡେ ରହିଯିବି......
...WON'T GO MY DEAR, WILL STAY FOR A MOMENT...
ରହିବି ଗୋ ଦଣ୍ଡେ ରହିଯିବି
ଶୁଣିବାକୁ ତମ ହୃଦୟ କାହାଣୀ
ବାଇବାକୁ ତମ ମନର ଖଞ୍ଜଣି
ଲେଖିବାକୁ ତମ ପ୍ରେମର ଚିଟାଉ
ରାଣଦିଆ ଗଣ୍ଠି ଫିଟୋଉ ଫିଟୋଉ
ଯିବିନି ଗୋ ଦଣ୍ଡେ ରହିଯିବି
ଅଦିନ ବରଷା ଛାଡିନାଇଁ ଏବେ
ସିଧା ଦାଣ୍ଡେ ଦାଣ୍ଡେ ନାଇଁ ଯିବି...
ଯିବିନି ଗୋ ଦଣ୍ଡେ ରହିଯିବି...
ରହିଯିବି ସଖି ରହିଯିବି
ପଢିବାକୁ ତମ ଚାହାଣୀ ର ଭାଷା
ଲେଖିବାକୁ ତମ ଆଖିରେ ଭରସା
ଆଙ୍କିବାକୁ ତମ ପାପୁଲିରେ ଚିତା
ନାଇବାକୁ ତମ ପାଦରେ ଅଳତା
ଦୁଆରେ ତମର ରହିଯିବି..
ଝରକା ଫାଙ୍କରେ ଛାଇ ପଡ଼ିବାକୁ
ମନମୁନ ଫେଇ ଚାହିଁଥିବି...
ଯିବିନି ଗୋ ଦଣ୍ଡେ ରହିଯିବି...
I will stay for a moment , my dear
I will stay..
To listen to the language of your heart
To play on the drum of your mind
To write the love letter to you
To untie the knot of your promise
I won't go my dear
I will stay..
The untimely rain has not seized yet
I will not traverse the street straight
I won't move on my dear
I will stay..
I will stay for a moment , my dear
I will stay..
To read the language of your gaze
To write the relience in your eyes
To creat tatoo on your palms
To redden your feet
I will wait at your door..
To mark your shadow at the window corner
I will wait in attention..
I will not go, my dear
I will stay a little longer..
©® SACHIDANANDA MISHRA
...WON'T GO MY DEAR, WILL STAY FOR A MOMENT...
ରହିବି ଗୋ ଦଣ୍ଡେ ରହିଯିବି
ଶୁଣିବାକୁ ତମ ହୃଦୟ କାହାଣୀ
ବାଇବାକୁ ତମ ମନର ଖଞ୍ଜଣି
ଲେଖିବାକୁ ତମ ପ୍ରେମର ଚିଟାଉ
ରାଣଦିଆ ଗଣ୍ଠି ଫିଟୋଉ ଫିଟୋଉ
ଯିବିନି ଗୋ ଦଣ୍ଡେ ରହିଯିବି
ଅଦିନ ବରଷା ଛାଡିନାଇଁ ଏବେ
ସିଧା ଦାଣ୍ଡେ ଦାଣ୍ଡେ ନାଇଁ ଯିବି...
ଯିବିନି ଗୋ ଦଣ୍ଡେ ରହିଯିବି...
ରହିଯିବି ସଖି ରହିଯିବି
ପଢିବାକୁ ତମ ଚାହାଣୀ ର ଭାଷା
ଲେଖିବାକୁ ତମ ଆଖିରେ ଭରସା
ଆଙ୍କିବାକୁ ତମ ପାପୁଲିରେ ଚିତା
ନାଇବାକୁ ତମ ପାଦରେ ଅଳତା
ଦୁଆରେ ତମର ରହିଯିବି..
ଝରକା ଫାଙ୍କରେ ଛାଇ ପଡ଼ିବାକୁ
ମନମୁନ ଫେଇ ଚାହିଁଥିବି...
ଯିବିନି ଗୋ ଦଣ୍ଡେ ରହିଯିବି...
I will stay for a moment , my dear
I will stay..
To listen to the language of your heart
To play on the drum of your mind
To write the love letter to you
To untie the knot of your promise
I won't go my dear
I will stay..
The untimely rain has not seized yet
I will not traverse the street straight
I won't move on my dear
I will stay..
I will stay for a moment , my dear
I will stay..
To read the language of your gaze
To write the relience in your eyes
To creat tatoo on your palms
To redden your feet
I will wait at your door..
To mark your shadow at the window corner
I will wait in attention..
I will not go, my dear
I will stay a little longer..
©® SACHIDANANDA MISHRA
No comments:
Post a Comment