.....ଜାୟା ଧର୍ମପତ୍ନୀ ସାବିତ୍ରୀ...
....You Savitri, my sweet darling...
ତମେ ହିଁ ଜନନୀ
ତମେ ପ୍ରିୟଶିଷ୍ୟା
ତମେ ସର୍ବଂସହା ଧରିତ୍ରୀ
ତମେ ହିଁ ସଚିବ ତମେ ହିଁ ସଖି ଗୋ
ଜାୟା ଧର୍ମପତ୍ନୀ ସାବିତ୍ରୀ...
ରୌଦ୍ରତାପରେ ଆଶ୍ବାସନା ତମେ
ତପତ ବାଲୁରେ ଶୀତଳ
ନାରୀ ତମେ ନୁହଁ ଗତ ଶତାବ୍ଦୀର
ହୃଦୟଟା କିନ୍ତୁ ତରଳ
ସୃଷ୍ଟିର ତମେ କାନନ କୁଞ୍ଜ
ଫୁଲର ତମେ ତ ସୌରଭ..
ମମତାର ମୂଲ, ସରାଗ ଅତୁଲ
ମନ ମାନବତା ଗୌରବ..
ତମେ ହିଁ ଜନନୀ
ତମେ ପ୍ରିୟଶିଷ୍ୟା
ତମେ ସର୍ବଂସହା ଧରିତ୍ରୀ
ତମେ ହିଁ ସଚିବ ତମେ ହିଁ ସଖି ଗୋ
ଜାୟା ଧର୍ମପତ୍ନୀ ସାବିତ୍ରୀ...
ଅଶ୍ଵପତିଙ୍କ ରାଜକୁମାରୀ ଗୋ
ଯୁଗସଂନ୍ଧି ର ନାୟିକା
ଚରମ ତୃପ୍ତିର ପରିସମାପ୍ତି ବି
ପୌରୁଷର ଅବବାହିକା
ଅସୀହସ୍ତା ଚାରୁହସିନୀ
ଶମନଶାମିନୀ ମସିସମ୍ମୋହିନୀ
ସତ୍ୟା ଶୋଭନା ମଧୁରଗାତ୍ରୀ ଗୋ
ଗଙ୍ଗା ଯମୁନା ଗାୟତ୍ରୀ
ତମେ ସର୍ବଂସହା ଧରିତ୍ରୀ
ତମେ ହିଁ ସଚିବ ତମେ ହିଁ ସଖି ଗୋ
ଜାୟା ଧର୍ମପତ୍ନୀ ସାବିତ୍ରୀ...
You are the Mother
You are my loving student
You are the Earth, all tolerating..
My minister you are
My better half, my lover
You Savitri, my sweet darling..
You are the solace in the summer
Cold in the hot sands
You are not the woman
Of last century , sure
With a melting heart
You are the garden in His creation
The essence in flowers
The meaning of piety compassion
Pride of humanity
Queen of love and mind
You are the Mother
You are my loving student
You are the Earth, all tolerating..
My minister you are
My better half, my lover
You Savitri, my sweet darling..
Princess of Ashwapati
You are the heroine in the timeline
Final touch of the orgasm you are
Feeding ground of male chauvinism
You can smile the sweetest
With the sword of Chandrahasa
Conquer er of the death God you are
With versatility in ink
You are the truth, the beauty
And the cool benefic
You are the Ganges, the Yamuna
And the Gayatry..
You are the Mother
You are my loving student
You are the Earth, all tolerating..
My minister you are
My better half, my lover
You Savitri, my sweet darling..
@rights reserved
BY SATCHIDANANDA MISHRA
....You Savitri, my sweet darling...
ତମେ ହିଁ ଜନନୀ
ତମେ ପ୍ରିୟଶିଷ୍ୟା
ତମେ ସର୍ବଂସହା ଧରିତ୍ରୀ
ତମେ ହିଁ ସଚିବ ତମେ ହିଁ ସଖି ଗୋ
ଜାୟା ଧର୍ମପତ୍ନୀ ସାବିତ୍ରୀ...
ରୌଦ୍ରତାପରେ ଆଶ୍ବାସନା ତମେ
ତପତ ବାଲୁରେ ଶୀତଳ
ନାରୀ ତମେ ନୁହଁ ଗତ ଶତାବ୍ଦୀର
ହୃଦୟଟା କିନ୍ତୁ ତରଳ
ସୃଷ୍ଟିର ତମେ କାନନ କୁଞ୍ଜ
ଫୁଲର ତମେ ତ ସୌରଭ..
ମମତାର ମୂଲ, ସରାଗ ଅତୁଲ
ମନ ମାନବତା ଗୌରବ..
ତମେ ହିଁ ଜନନୀ
ତମେ ପ୍ରିୟଶିଷ୍ୟା
ତମେ ସର୍ବଂସହା ଧରିତ୍ରୀ
ତମେ ହିଁ ସଚିବ ତମେ ହିଁ ସଖି ଗୋ
ଜାୟା ଧର୍ମପତ୍ନୀ ସାବିତ୍ରୀ...
ଅଶ୍ଵପତିଙ୍କ ରାଜକୁମାରୀ ଗୋ
ଯୁଗସଂନ୍ଧି ର ନାୟିକା
ଚରମ ତୃପ୍ତିର ପରିସମାପ୍ତି ବି
ପୌରୁଷର ଅବବାହିକା
ଅସୀହସ୍ତା ଚାରୁହସିନୀ
ଶମନଶାମିନୀ ମସିସମ୍ମୋହିନୀ
ସତ୍ୟା ଶୋଭନା ମଧୁରଗାତ୍ରୀ ଗୋ
ଗଙ୍ଗା ଯମୁନା ଗାୟତ୍ରୀ
ତମେ ସର୍ବଂସହା ଧରିତ୍ରୀ
ତମେ ହିଁ ସଚିବ ତମେ ହିଁ ସଖି ଗୋ
ଜାୟା ଧର୍ମପତ୍ନୀ ସାବିତ୍ରୀ...
You are the Mother
You are my loving student
You are the Earth, all tolerating..
My minister you are
My better half, my lover
You Savitri, my sweet darling..
You are the solace in the summer
Cold in the hot sands
You are not the woman
Of last century , sure
With a melting heart
You are the garden in His creation
The essence in flowers
The meaning of piety compassion
Pride of humanity
Queen of love and mind
You are the Mother
You are my loving student
You are the Earth, all tolerating..
My minister you are
My better half, my lover
You Savitri, my sweet darling..
Princess of Ashwapati
You are the heroine in the timeline
Final touch of the orgasm you are
Feeding ground of male chauvinism
You can smile the sweetest
With the sword of Chandrahasa
Conquer er of the death God you are
With versatility in ink
You are the truth, the beauty
And the cool benefic
You are the Ganges, the Yamuna
And the Gayatry..
You are the Mother
You are my loving student
You are the Earth, all tolerating..
My minister you are
My better half, my lover
You Savitri, my sweet darling..
@rights reserved
BY SATCHIDANANDA MISHRA
No comments:
Post a Comment