କବିତା ଲେଖା ହୁଏନି
କବିତା ଲେଖା ହୁଏନି
ଦିସ୍ତା ଦିସ୍ତା କାଗଜରେ
ମହାସାଗରର ଵୁକୁ କଲମକୁ ପାଏ ନାହିଁ
ସ୍ୟାହି ଶୁଖି ଯାଏ ସିନା
ରଙ୍ଗ ଭରେ ନାଇଁ କିନ୍ତୁ
ଭଲ ପାଇବାର ସାହିତ୍ୟରେ...
ମନ ଏକ ଅନ୍ୟ ନାମ
ଯନ୍ତ୍ରଣାର ମୋନାଲିସା..
ଲେଖିବାର ଅନ୍ୟ ନାମ ଭାଷାହୀନ ବିଳାପର
ସବୁ ଜାଣି ନ ଜାଣିବା
ଅନ୍ୟ ନାମ ସ୍ୱପ୍ନର
ତମେ ନାହଁ ବୋଲି ଜାଣି ମଧ୍ୟ
ସେହି ପରି ତମ ସାଥେ କଥା ହବା...
ହାତ ମାରି ହାତୀ ସିନା ଜାଣି ହୁଏ
ଦୁଇ ପଦ ଲେଖିଦେଲେ
ମାପି ହୁଏ କିବା କେବେ ଛାତି ତଳ ଗଭୀରତା ?
କଥା ପଦେ କହିଦେଲେ
ହିମାଳୟ ଲଙ୍ଘିହୁଏ
ଛି କରିଦେଲେ ମନ
ଫିଙ୍ଗି ହୁଏ ସସାଗରା ଧରା
ଏଇ ମନ ବୃନ୍ଦାବନ
ପ୍ରିତୀଭରା ରତ୍ନ ଗରା
ଗଜାଧାନ ପରି ସବୁ ଫୋପଡା ଫିଙ୍ଗଡା
You don't need
Piles of paper to write poetry
A pen is still thirsty
In the presence of oceans
The ink evaporates
But, the literature of love
Isn't coloured...
Mind is the other name of pain, Monalisa
Writing is the other name of
Strained soliloquy..
To feign of ignorance is
Known as dream..
And talking to you
In your known absence...
An elephant can be mesuered by touch
How can you realise the depth
Beneath your heart ?
Yes, you can't cross over the Himalayas
By speaking a word
Once you are fed up
You can leave the entire world
This..your mind is like a treasure
Throw it away like sprouted paddy.
©®BY SATCHIDANANDA MISHRA
କବିତା ଲେଖା ହୁଏନି
ଦିସ୍ତା ଦିସ୍ତା କାଗଜରେ
ମହାସାଗରର ଵୁକୁ କଲମକୁ ପାଏ ନାହିଁ
ସ୍ୟାହି ଶୁଖି ଯାଏ ସିନା
ରଙ୍ଗ ଭରେ ନାଇଁ କିନ୍ତୁ
ଭଲ ପାଇବାର ସାହିତ୍ୟରେ...
ମନ ଏକ ଅନ୍ୟ ନାମ
ଯନ୍ତ୍ରଣାର ମୋନାଲିସା..
ଲେଖିବାର ଅନ୍ୟ ନାମ ଭାଷାହୀନ ବିଳାପର
ସବୁ ଜାଣି ନ ଜାଣିବା
ଅନ୍ୟ ନାମ ସ୍ୱପ୍ନର
ତମେ ନାହଁ ବୋଲି ଜାଣି ମଧ୍ୟ
ସେହି ପରି ତମ ସାଥେ କଥା ହବା...
ହାତ ମାରି ହାତୀ ସିନା ଜାଣି ହୁଏ
ଦୁଇ ପଦ ଲେଖିଦେଲେ
ମାପି ହୁଏ କିବା କେବେ ଛାତି ତଳ ଗଭୀରତା ?
କଥା ପଦେ କହିଦେଲେ
ହିମାଳୟ ଲଙ୍ଘିହୁଏ
ଛି କରିଦେଲେ ମନ
ଫିଙ୍ଗି ହୁଏ ସସାଗରା ଧରା
ଏଇ ମନ ବୃନ୍ଦାବନ
ପ୍ରିତୀଭରା ରତ୍ନ ଗରା
ଗଜାଧାନ ପରି ସବୁ ଫୋପଡା ଫିଙ୍ଗଡା
You don't need
Piles of paper to write poetry
A pen is still thirsty
In the presence of oceans
The ink evaporates
But, the literature of love
Isn't coloured...
Mind is the other name of pain, Monalisa
Writing is the other name of
Strained soliloquy..
To feign of ignorance is
Known as dream..
And talking to you
In your known absence...
An elephant can be mesuered by touch
How can you realise the depth
Beneath your heart ?
Yes, you can't cross over the Himalayas
By speaking a word
Once you are fed up
You can leave the entire world
This..your mind is like a treasure
Throw it away like sprouted paddy.
©®BY SATCHIDANANDA MISHRA
No comments:
Post a Comment