ପ୍ରୀତି ପୁଷ୍ପାଞ୍ଜଳୀ
ପ୍ରୀତି ପୁଷ୍ପାଞ୍ଜଳୀ ବିଂଚିଦେଇଥିଲ
ଯୌବନର ରାଜ ପଥରେ...
ରଂଗରାଇଜର ରାଜ ପୁତ୍ରୀ ଗୋ
ଆସିଥିଲ ଚଢି ରଥରେ....
ସିନ୍ଦୁରୀ ସୀମନ୍ତିନୀ ଗୋ..
ମାନସହଂସିନୀ ମୋହନବଂଶିନୀ
ଶୃଙ୍ଗାର ମଉଡମଣି ଗୋ ।
ପ୍ରୀତି ପ୍ରଣୟର ସମ୍ଭୋଗ ଶୃଙ୍ଗାର
ବିଦଗ୍ଧା ବିଦ୍ୟାଧରୀ ରେ...
ରୂପରାଇଜର ରାଜକୁମାରୀ ଗୋ
ବିଭୁଷିତା ବିମ୍ବାଧରୀ ରେ...
ସୁଗୁଣା ଚାରୁହାସିନୀ ରେ...
ଯୁବା ହୃଦୟର ସପନସୁନ୍ଦରୀ
ମୋହିନୀ ମୃଦୁଭାଷିଣୀ ରେ... ।
You had spread the flowers of love
In the highway of youth
You came riding a chariot
O the princess of colours
O my dear with vermilion on forehead
You are my goose of heart
The flute, mesmerising
You the queen of love making.
You are the epitome of conjugal love
O you charming expertise
The princess of world of beauty
Well ornamented you pink lipped
Virtuous you sweet smiled
The dream girl of youthful hearts
Infatuating with soft speech..
ପ୍ରୀତି ପୁଷ୍ପାଞ୍ଜଳୀ ବିଂଚିଦେଇଥିଲ
ଯୌବନର ରାଜ ପଥରେ...
ରଂଗରାଇଜର ରାଜ ପୁତ୍ରୀ ଗୋ
ଆସିଥିଲ ଚଢି ରଥରେ....
ସିନ୍ଦୁରୀ ସୀମନ୍ତିନୀ ଗୋ..
ମାନସହଂସିନୀ ମୋହନବଂଶିନୀ
ଶୃଙ୍ଗାର ମଉଡମଣି ଗୋ ।
ପ୍ରୀତି ପ୍ରଣୟର ସମ୍ଭୋଗ ଶୃଙ୍ଗାର
ବିଦଗ୍ଧା ବିଦ୍ୟାଧରୀ ରେ...
ରୂପରାଇଜର ରାଜକୁମାରୀ ଗୋ
ବିଭୁଷିତା ବିମ୍ବାଧରୀ ରେ...
ସୁଗୁଣା ଚାରୁହାସିନୀ ରେ...
ଯୁବା ହୃଦୟର ସପନସୁନ୍ଦରୀ
ମୋହିନୀ ମୃଦୁଭାଷିଣୀ ରେ... ।
You had spread the flowers of love
In the highway of youth
You came riding a chariot
O the princess of colours
O my dear with vermilion on forehead
You are my goose of heart
The flute, mesmerising
You the queen of love making.
You are the epitome of conjugal love
O you charming expertise
The princess of world of beauty
Well ornamented you pink lipped
Virtuous you sweet smiled
The dream girl of youthful hearts
Infatuating with soft speech..
No comments:
Post a Comment