...ସପନ ଦେଇଛ ଆଞ୍ଜୁଳା ଭରି...
ମନ ଭରି ସବୁ ଦେଇଛ ପ୍ରଭୁ ହେ
କେମିତି କହିବି ଦେଇନ ବୋଲି..
ନିଜର ବୋଲି ମୁଁ ଦେଖୁଚି ଯାହାକୁ
ସବୁ ତୁମ ଦାନ ଦେଇଛ ଖୋଲି...
ଆଖି ବି ଦେଇଛ ଆଲୋକ ସାଙ୍ଗରେ
ସପନ ଦେଇଛ ଆଞ୍ଜୁଳା ଭରି..
ଦୁନିଆଁ ମୁହଁରେ ହସ ଫୁଟାଇଛ
ସରାଗ ସୁଅରେ ପୋତିଚ ତରୀ..
ଛୋଟିଆ ଘାସରେ ଫୁଟେଇଛ ଫୁଲ
ପିଲାଙ୍କ ମୁହଁରେ ଦରୋଟି କଥା...
ଅଳପ ହସରେ ମନ ମୋହିଯାଏ
ପଥର ବୁଝଇ ପରାଣ ବ୍ୟଥା...
You have given us everything O God
I can't say, you have not..
Whatever I see as my own
Everything is your gift, all is your lot
You have given us light with eyes
Dreams with palms full
The world has enough reason to smile
Given us love and with it life boat cool..
Small grass has been blessed with flowers
Coo in the lips of babies..
A little smile pleases the most O God
Lifeless Stone has feeling alive....
ମନ ଭରି ସବୁ ଦେଇଛ ପ୍ରଭୁ ହେ
କେମିତି କହିବି ଦେଇନ ବୋଲି..
ନିଜର ବୋଲି ମୁଁ ଦେଖୁଚି ଯାହାକୁ
ସବୁ ତୁମ ଦାନ ଦେଇଛ ଖୋଲି...
ଆଖି ବି ଦେଇଛ ଆଲୋକ ସାଙ୍ଗରେ
ସପନ ଦେଇଛ ଆଞ୍ଜୁଳା ଭରି..
ଦୁନିଆଁ ମୁହଁରେ ହସ ଫୁଟାଇଛ
ସରାଗ ସୁଅରେ ପୋତିଚ ତରୀ..
ଛୋଟିଆ ଘାସରେ ଫୁଟେଇଛ ଫୁଲ
ପିଲାଙ୍କ ମୁହଁରେ ଦରୋଟି କଥା...
ଅଳପ ହସରେ ମନ ମୋହିଯାଏ
ପଥର ବୁଝଇ ପରାଣ ବ୍ୟଥା...
You have given us everything O God
I can't say, you have not..
Whatever I see as my own
Everything is your gift, all is your lot
You have given us light with eyes
Dreams with palms full
The world has enough reason to smile
Given us love and with it life boat cool..
Small grass has been blessed with flowers
Coo in the lips of babies..
A little smile pleases the most O God
Lifeless Stone has feeling alive....
No comments:
Post a Comment