Thursday, 11 May 2017

....ତମ ମନ ଅଥଳ ସାଗର...

....ତମ ମନ ଅଥଳ ସାଗର...

ଖରା ବେଶି ହୁଏ ଯେବେ
ଦରକାର ହୁଏ
ପାଟି ଓଦା ହବା...
ଲୁଣିଆ ବୁଟ ଭଜା ହଉ
କି କୋକଲି ଶୁଖୁଆ
କେଲା ହଉ କି ହାଣ୍ଡିଆ
ଚାଲ ସଖି
ଚଳେଇ ବି ଦବା...
ତଂଟି ଶୁଖିଯାଏ ବୋଲି...
ପଚାରନି
ମେଘୁଆ ପାଗରେ କିଆଁ
କଳ ଲାଗେ ଖାଲି ଖାଲି...
ମନ ଖୁସି ହେଲେ ଲୋଡ଼ା
ଖୋଜା ହୁଏ ପୁଣି ମନ ବେସ୍ତ ହେଲେ ?
ଠାକୁରଙ୍କୁ ପୂଜା ହଉ
କିବା ଅରଚନା
ଖୋଜା ତ ପଡିବ ନିଶ୍ଚେଁ ଫଳେ ଫୁଲେ...

ଅବସାଦ ନାହିଁ କେବେ
ସୁନ୍ଦର ତୃପ୍ତିରେ...
ଆଶ୍ଚର୍ଯ୍ୟ ହବାରେ ନାଇଁ
ଜାଗ୍ରତ ଶୁପ୍ତିରେ..
ଯାହା ସବୁ ଭଲ ଲାଗେ
ହେଇ ଯାଉ..
ଯାହା ସବୁ ମନ ଚାହେଁ
ସେଇମିତି ଚାଲିଥାଉ..
ମୋନାଲିସା !
ତମ ମନ ଅଥଳ ସାଗର
ତମ ଆଖି ଭସା ଭସା...
ଆସିବନି ?
ଅଳପ ସମୟ ପାଇଁ ହଉ ପଛେ
ପାଖରେ ଟିକିଏ ହେଲେ ବସିବନି ?

We need it to wet the tongue
when it is too hot
Let us manage Sakhi
With anything
Be it salty dry gram
Or small dry fish..
Be it country plantain
Or formented rice..
Don't ask if the pallet is dry..
Mouth feels empty why..
Strange it is
Happy time demands
And you need it when you are cross
Open it a little
When you worship or in class..

There is no end
To pleasing satisfaction
Don't be startled
If somebody is knowingly asleep
Let it happen
Whatever is a joy..
If you like it
Let it be a coy...
Your heart is deep ocean, Monalisa
Your eyes are mysteries..
Won't you come
And sit for a while
Even in jitteries ?

No comments:

Post a Comment