....ସତ କୁହ ମୋନାଲିସା....
କୁଆଡେ ହଜିଲ ତମେ
ରାବିଲା ବେଳକୁ କୁଆ..
ମୋନାଲିସା
ତମେ ତ କେବେ
ନ ଥିଲ ଏମିତି ?
ଜୀବନ ଟା ଏତେ ଅସହଜ କିଆଁ ?
ଖୋଜୁ ଖୋଜୁ କାହାକୁ ବି
ହଜୁଚେ କାହିଁକି ଆମେ
ଜୀବନର ଚୌଛକିରେ ?
ଆସିବାକୁ କହିଥିଲ
ପସନ୍ଦ ପାଲିଙ୍କି ଚଢି..
ମୁହଁ ରେ ମେଞ୍ଚାଏ ବୋଳି
ଚଇତି ଅବିର..
ଲସର ପସର ହୋଇ
ଖାଇଥିଲ ରାଣ...
ହାତରେ ଲାଗେଇଥିବ
ମଂଜୁଆତି ମୋହନ ବୀଣାର..
ଆକ୍ଷିରେ ମୋ ଭରିଦବ
ସାତ ରଙ୍ଗ ଇନ୍ଦ୍ରଧନୁର...
ହୃଦୟ ର ସ୍ପନ୍ଦନ ରେ
ଆଙ୍କିଦେବ ଚୁମ୍ବନ ଜୀବନର...
ସତ କୁହ ମୋନାଲିସା
କେବେ ବଦଳିଲ ...
କେବେଠାରୁ ନିରୀହରେ
ଉପହାସ କଲ ...
Where did you get lost
Monalisa !
At the time of dawn ?
You were never so..
Why is the life so uneasy ?
Why are we getting lost
In the public square...
You assured to come
Riding a chocest palki
With a lot of vermilion
Besmeared in your face...
You had promised in a haste
To apply reddening paste
Of magic flute
In your palms..
You would apply
Seven colors of the Rainbow
In my eyes..
And would fill the throbs of my heart
With kisses of life..
Will you tell me the truth
Monalisa...
When you changed
Since when you
Caught jokes with
Simpletons...
କୁଆଡେ ହଜିଲ ତମେ
ରାବିଲା ବେଳକୁ କୁଆ..
ମୋନାଲିସା
ତମେ ତ କେବେ
ନ ଥିଲ ଏମିତି ?
ଜୀବନ ଟା ଏତେ ଅସହଜ କିଆଁ ?
ଖୋଜୁ ଖୋଜୁ କାହାକୁ ବି
ହଜୁଚେ କାହିଁକି ଆମେ
ଜୀବନର ଚୌଛକିରେ ?
ଆସିବାକୁ କହିଥିଲ
ପସନ୍ଦ ପାଲିଙ୍କି ଚଢି..
ମୁହଁ ରେ ମେଞ୍ଚାଏ ବୋଳି
ଚଇତି ଅବିର..
ଲସର ପସର ହୋଇ
ଖାଇଥିଲ ରାଣ...
ହାତରେ ଲାଗେଇଥିବ
ମଂଜୁଆତି ମୋହନ ବୀଣାର..
ଆକ୍ଷିରେ ମୋ ଭରିଦବ
ସାତ ରଙ୍ଗ ଇନ୍ଦ୍ରଧନୁର...
ହୃଦୟ ର ସ୍ପନ୍ଦନ ରେ
ଆଙ୍କିଦେବ ଚୁମ୍ବନ ଜୀବନର...
ସତ କୁହ ମୋନାଲିସା
କେବେ ବଦଳିଲ ...
କେବେଠାରୁ ନିରୀହରେ
ଉପହାସ କଲ ...
Where did you get lost
Monalisa !
At the time of dawn ?
You were never so..
Why is the life so uneasy ?
Why are we getting lost
In the public square...
You assured to come
Riding a chocest palki
With a lot of vermilion
Besmeared in your face...
You had promised in a haste
To apply reddening paste
Of magic flute
In your palms..
You would apply
Seven colors of the Rainbow
In my eyes..
And would fill the throbs of my heart
With kisses of life..
Will you tell me the truth
Monalisa...
When you changed
Since when you
Caught jokes with
Simpletons...
No comments:
Post a Comment