...ଅନ୍ଧାରର ମହଳଣ....
ମୋନାଲିସା
ଯେବେଠୁଁ ଗଲଣି ତମେ
ଧରା ଛୁଆଁ ଦଉନି କୋଇଲି
ଚତୁରୀ ସେ ଚଇତାଳି
ହାତ ଠାରି ଡାକୁନାଇଁ
ଅବା ଚମକି ଚାହୁଁନି...
ବିଚଳିତ ହେଉ ନାଇଁ
ବୃଷଭାନୁ ଜେମାଙ୍କର ମନ
ଯମୁନା କୂଳକୁ କାଇଁ
ଆସୁନାହିଁ ଯଶୋଦାନନ୍ଦନ....
ସିନ୍ଦୁରା ଫାଟିଲା ବେଳେ
ନଗୋଇରୀ ବଣେ ଆଉ
ବସୁ ନାଇଁ ପ୍ରଜାପତି ମେଳା
କେତକୀ ଆକ୍ଷିରେ ଏବେ
ଗଦା ଗଦା ନିଦ
ମୁକୁଳା ପଡିଛି ତମ ମୁକୁତା ଫରୁଆ
ମନ ମୋହୁନାହିଁ
ମୋହନର ବଂଶୀସ୍ଵନ
ଆକାଶ ବୁକୁରେ ଅନ୍ଧାରର ମହଲଣ ।
THE DARKNESS HAS ENGULFED..
Monalisa
There have been a great change
Since you left
The cockoo is no more available
Clever vernal breeze
Calls on no more
And doesn't cast a sudden glance
Mind of the daughter of Vrushbhanu
Doesn't waver
Yashoda Nandana seldom comes
To the bank of the Yamuna
There is no meeting of butterflies in the forest of Nagoiri shrubs
At the time of daybreak
We see heaps of sleep in eyes of Ketaki....
Your box of pearl lies open
The sound of Mohan's flute
No longer enchants
The darkness has engulfed the chest of sky.
No comments:
Post a Comment