.....ହସିଦେଲେ ତମେ ଯମୁନା ଉଛୁଳେ....
.....WHEN YOU SMILE DEAR....
ହସିଦେଲେ ତମେ ଯମୁନା ଉଛୁଳେ
ଆକ୍ଷିରେ ଚମକେ ବିଜୁଳି...
ମଧୁବନେ ଉଡେ ଖୁସି ପ୍ରଜାପତି
ଋଷିମନ ଯାଏ ତରଳି...
ଦେହରେ ଉଠେ ଶିହରଣ..
ନାଚେ ଦଶଦିଶ ସୁନେଲି ପରଶ
କରିଦିଏ ପ୍ରିତୀ ବରଣ...
ଋଷିଲେ ହଜଇ ନୟନରୁ ନିଦ
ଫୁଲରୁ ହଜଇ ମହକ...
ସପନ ଦିଶେନି ରାତି ହଜିଯାଏ
ଦେହ ହୁଏ ପୁଣି ଦାହକ....
ସୁନ୍ଦରୀ ବରବନ୍ଦନା
ଅଶୋକ ବନର ବନ୍ଦିନୀ ରାଧା
ଅନିନ୍ଦିତା ସୁଧା ଚନ୍ଦନା...
When you smile dear, the Yamuna overflows
With lightning flash in eyes
The joyful butterflies wander around the honeyed forest
The ascetic mind does melt down
The body feels goose bumps
The directions dance
The golden touch brings the sweet reception..
When you take it otherwise
My eyes lose sleep
The flowers are deprived of the scent
Dreams are lost due to missing of night
The same body turns the fire..
O beauty, the best praised
You are the captive Radha in the Ashoka forest
Beyond blemish O the nectared sandalwood ..
©® SACHIDANANDA MISHRA
.....WHEN YOU SMILE DEAR....
ହସିଦେଲେ ତମେ ଯମୁନା ଉଛୁଳେ
ଆକ୍ଷିରେ ଚମକେ ବିଜୁଳି...
ମଧୁବନେ ଉଡେ ଖୁସି ପ୍ରଜାପତି
ଋଷିମନ ଯାଏ ତରଳି...
ଦେହରେ ଉଠେ ଶିହରଣ..
ନାଚେ ଦଶଦିଶ ସୁନେଲି ପରଶ
କରିଦିଏ ପ୍ରିତୀ ବରଣ...
ଋଷିଲେ ହଜଇ ନୟନରୁ ନିଦ
ଫୁଲରୁ ହଜଇ ମହକ...
ସପନ ଦିଶେନି ରାତି ହଜିଯାଏ
ଦେହ ହୁଏ ପୁଣି ଦାହକ....
ସୁନ୍ଦରୀ ବରବନ୍ଦନା
ଅଶୋକ ବନର ବନ୍ଦିନୀ ରାଧା
ଅନିନ୍ଦିତା ସୁଧା ଚନ୍ଦନା...
When you smile dear, the Yamuna overflows
With lightning flash in eyes
The joyful butterflies wander around the honeyed forest
The ascetic mind does melt down
The body feels goose bumps
The directions dance
The golden touch brings the sweet reception..
When you take it otherwise
My eyes lose sleep
The flowers are deprived of the scent
Dreams are lost due to missing of night
The same body turns the fire..
O beauty, the best praised
You are the captive Radha in the Ashoka forest
Beyond blemish O the nectared sandalwood ..
©® SACHIDANANDA MISHRA
No comments:
Post a Comment