...........ସ୍ୱପ୍ନ ସାଗର ଲଳିତ ନାଗର.......
.O DREAM SEA, THE ARTFUL HERO.
ପ୍ରିୟା ପଦଧ୍ଵନି ଶୁଣିଥିଲ ସେବେ
ଯମୁନା କୂଳର କୁଞ୍ଜେ...
ବଇଁଶୀର ସ୍ଵନ ହୋଇ ଆନମନା
ଡାକୁଥିଲା ପ୍ରତିି ସଂଜେ...
ବୃଷଭାନୁ ଜେମା
ଟାଳୁଥିଲା କ୍ଷମା
ଛାଡି ଦେଇ ରୀତି
କରୁଥିଲା ପ୍ରିତୀ
ଭିଡି ଧରୁଥିଲ ବ୍ରଜବନ୍ଦନ ହେ ଆଲିଙ୍ଗନ ରେ...
ସ୍ୱପ୍ନ ସାଗର ଲଳିତ ନାଗର
ରଙ୍ଗାଧର ହେ, ରସ ଆଧାର ହେ
ଗୋଧନ ଜୀବନ, ଗୋପାଳ ନନ୍ଦନ ବୃନ୍ଦାବନ ରେ...
When you heard the foot print of your beloved..
In the groves of Yamuna bank..
The music from your flute
Was calling her every evening..
Princess of Brushabhanu
Used to not excuse you
And then
Made love making with you
Unconventionally..
Abruptly..
You embraced her
Holding tight, O you
The loving boy of land of cattle..
The artful hero of the dream sea..
The base of all sentiment..
O red lipped..
The life of cattle folk
All around the great Vrindavan..
©® SACHIDANANDA MISHRA
.O DREAM SEA, THE ARTFUL HERO.
ପ୍ରିୟା ପଦଧ୍ଵନି ଶୁଣିଥିଲ ସେବେ
ଯମୁନା କୂଳର କୁଞ୍ଜେ...
ବଇଁଶୀର ସ୍ଵନ ହୋଇ ଆନମନା
ଡାକୁଥିଲା ପ୍ରତିି ସଂଜେ...
ବୃଷଭାନୁ ଜେମା
ଟାଳୁଥିଲା କ୍ଷମା
ଛାଡି ଦେଇ ରୀତି
କରୁଥିଲା ପ୍ରିତୀ
ଭିଡି ଧରୁଥିଲ ବ୍ରଜବନ୍ଦନ ହେ ଆଲିଙ୍ଗନ ରେ...
ସ୍ୱପ୍ନ ସାଗର ଲଳିତ ନାଗର
ରଙ୍ଗାଧର ହେ, ରସ ଆଧାର ହେ
ଗୋଧନ ଜୀବନ, ଗୋପାଳ ନନ୍ଦନ ବୃନ୍ଦାବନ ରେ...
When you heard the foot print of your beloved..
In the groves of Yamuna bank..
The music from your flute
Was calling her every evening..
Princess of Brushabhanu
Used to not excuse you
And then
Made love making with you
Unconventionally..
Abruptly..
You embraced her
Holding tight, O you
The loving boy of land of cattle..
The artful hero of the dream sea..
The base of all sentiment..
O red lipped..
The life of cattle folk
All around the great Vrindavan..
©® SACHIDANANDA MISHRA
No comments:
Post a Comment