......ଏଠୁ ସେଠୁ ଯୋଡି କଣ କବିତା ଲେଖନ୍ତି.....
.LINKED SCRAPS ARE NOT POETRY.
ମଳୟ ସେ ବହୁଥାଉ
କୋଇଲି ବଂଶୀ ବଜାଉ
ସବୁ ସପନ ପାଇଁକି ଅଣ୍ଟଇନି ରାତି...
ମୁଢି ଖାଉ ଖାଉ ସିନା
ଗୁଲି ଖଟି କରିହୁଏ
ଏଠୁ ସେଠୁ ଯୋଡି କଣ କବିତା ଲେଖନ୍ତି.....
ମୋନାଲିସା !
କହିଥିଲ ତମେ ମତେ ଥରେ
ବାଜୁଥିଲା ଯେତେ ବେଳେ
ବିଦାୟ ର ସାହାନାଇ...
ଯିଏ ଯାଏ ଫେରାଏନି ମୁହଁ
ଶୋଇଥିବା ପୁଅ ରହିଥାଏ ଶୋଇ...
ସକାଳ କଅଁଳ ଖରା
ଅକାଳ ପଖାଳ ପରି ନିଦ ଭରା...
ଉଦାସିଆ ପ୍ରିତୀ ନୁହେଁ
ଅଦିନ ବରଷା ପରି
ଆଉ ଚଇତି ପବନ ଦିଏ ନାଇଁ ଧରା..
ଜୀବନଟା ନୁହେଁ ଏକ ଧରାବନ୍ଧା
ସଉଦାର ଅବୁଝା ପସରା..
ସୁଖ ଅଛି, ଦୁଃଖ ଅଛି
ଅସମାହିତ ପ୍ରଶ୍ନର ସମ୍ପଦ ବି ଅଛି...
ସମାଧାନ ଖୋଜିଲେ ହିଁ ମିଳେ
କାଳ ଯେବେ ନିଏ ଡାକି
ନେଇଯାଏ ବାଛି ବାଛି...
Let the spring blow
And cuckoo the flute
The night is short for all dreams...
You can talk bull's story
While engaged in baked rice
Poetry is not written by linking scrap streams..
Monalisa !!
You told me once I remember
Listening to the farewel music in shehnai..
One who goes never returns
The baby asleep remains asleep..
The maiden morning sun
Is enchanting like unusual watery rice..
Uninterested love is not like untimely rain
The wind of early April is not easily enjoyable..
Life is not an unintelligible shop of fixed deal..
Here you will find happiness
Here is sorrow
You will also find a treasure of hard problems..
If you search, you find solutions
Time is so cruel
Picks up what it wishes...
©® SACHIDANANDA MISHRA
.LINKED SCRAPS ARE NOT POETRY.
ମଳୟ ସେ ବହୁଥାଉ
କୋଇଲି ବଂଶୀ ବଜାଉ
ସବୁ ସପନ ପାଇଁକି ଅଣ୍ଟଇନି ରାତି...
ମୁଢି ଖାଉ ଖାଉ ସିନା
ଗୁଲି ଖଟି କରିହୁଏ
ଏଠୁ ସେଠୁ ଯୋଡି କଣ କବିତା ଲେଖନ୍ତି.....
ମୋନାଲିସା !
କହିଥିଲ ତମେ ମତେ ଥରେ
ବାଜୁଥିଲା ଯେତେ ବେଳେ
ବିଦାୟ ର ସାହାନାଇ...
ଯିଏ ଯାଏ ଫେରାଏନି ମୁହଁ
ଶୋଇଥିବା ପୁଅ ରହିଥାଏ ଶୋଇ...
ସକାଳ କଅଁଳ ଖରା
ଅକାଳ ପଖାଳ ପରି ନିଦ ଭରା...
ଉଦାସିଆ ପ୍ରିତୀ ନୁହେଁ
ଅଦିନ ବରଷା ପରି
ଆଉ ଚଇତି ପବନ ଦିଏ ନାଇଁ ଧରା..
ଜୀବନଟା ନୁହେଁ ଏକ ଧରାବନ୍ଧା
ସଉଦାର ଅବୁଝା ପସରା..
ସୁଖ ଅଛି, ଦୁଃଖ ଅଛି
ଅସମାହିତ ପ୍ରଶ୍ନର ସମ୍ପଦ ବି ଅଛି...
ସମାଧାନ ଖୋଜିଲେ ହିଁ ମିଳେ
କାଳ ଯେବେ ନିଏ ଡାକି
ନେଇଯାଏ ବାଛି ବାଛି...
Let the spring blow
And cuckoo the flute
The night is short for all dreams...
You can talk bull's story
While engaged in baked rice
Poetry is not written by linking scrap streams..
Monalisa !!
You told me once I remember
Listening to the farewel music in shehnai..
One who goes never returns
The baby asleep remains asleep..
The maiden morning sun
Is enchanting like unusual watery rice..
Uninterested love is not like untimely rain
The wind of early April is not easily enjoyable..
Life is not an unintelligible shop of fixed deal..
Here you will find happiness
Here is sorrow
You will also find a treasure of hard problems..
If you search, you find solutions
Time is so cruel
Picks up what it wishes...
©® SACHIDANANDA MISHRA
No comments:
Post a Comment