........ତମ ଦେହର ବାସ୍ନାରେ.....
...IN FRAGRANCE OF YOUR BODY..
ଶୁଣୁଛ ସଖି...
କେମିତି ସନ୍ତୁଳି ହଉଚି ତମ ଦେହ ବାସ୍ନାରେ
ଆଉ ଖୋଜୁଛି ତମକୁ ଚଇତ ର
ଅମାନିଆ ରାସ୍ତାରେ...
ମନ ଗୋଟେ ଗଭୀର ଜଳର ଭଉଁରୀ..
ଆମେ ସବୁ କାଠି କୁଟା ଶୁଖା ପତର,
ଚେମେଣି ଲଇ ପରି
ସମ୍ପର୍କ ଗୁଡାକ ସବୁ କାଉଁରୀ..
ଛିଡିବ ଯେତିକି ବଢିବ ସେତିକି;
ତମ ସ୍ମୃତି ମୋନାଲିସା
ହଜିଲା ଡଙ୍ଗାର ଏକା ଏକୁଟିଆ ନାଉରୀ..
ତମେ ଏକ ଆବଶ୍ୟକତା
ତମେ ଏକ ନିଷିଦ୍ଧ ଉପତ୍ୟକାର ଜହ୍ନ..
ବିସ୍ମୃତି ର ପାନଖିଲ ତମେ
ତମେ ଏକ ସୁନ୍ଦର ସାୟାହ୍ନ..
କେତେ ଖୋଜିଛି ତମକୁ
ନିଛାଟିଆ ନଈ କୂଳେ
ବରଗଛ ଓହଳ ଉହାଡ଼େ..
ବିଦଗ୍ଧ ତାରୁଣ୍ୟ ମୋର
ତମ ପାଇଁ କୋଣାରକ ଗଢେ..
ସୁନ୍ଦରତା ଯଦି ଗୋଟେ ବିପ୍ରଲମ୍ଭ...
ତମେ କିନ୍ତୁ ମୋନାଲିସା
ମୋ ପ୍ରେମର ଏକ ସୁଖଦ ପ୍ରାରମ୍ଭ...
Do you listen love.
How I am being tortured in your body fragrance..
And searching you in the blind road of the March..
Mind is a Whirlpool of deep water
We are sticks, straw and dry leaves
Like the creeper of geeloy
All the relations are magic
The more they are broken..
The more they grow.
Your memory, Monalisa
Is a sailor of a long lost boat..
You are a necessity..
You are the moon of a forbidden valley..
A beetle roll you are
And a beautiful evening
How have I searched you
In the lonely river bank
And in the backdrop of shoots of a banyan tree..
My tanned youth does build a Konark exclusively for you
If beauty is the epitome of departure..
You are Monalisa, an enchanting beginning of love..
©® SACHIDANANDA MISHRA
...IN FRAGRANCE OF YOUR BODY..
ଶୁଣୁଛ ସଖି...
କେମିତି ସନ୍ତୁଳି ହଉଚି ତମ ଦେହ ବାସ୍ନାରେ
ଆଉ ଖୋଜୁଛି ତମକୁ ଚଇତ ର
ଅମାନିଆ ରାସ୍ତାରେ...
ମନ ଗୋଟେ ଗଭୀର ଜଳର ଭଉଁରୀ..
ଆମେ ସବୁ କାଠି କୁଟା ଶୁଖା ପତର,
ଚେମେଣି ଲଇ ପରି
ସମ୍ପର୍କ ଗୁଡାକ ସବୁ କାଉଁରୀ..
ଛିଡିବ ଯେତିକି ବଢିବ ସେତିକି;
ତମ ସ୍ମୃତି ମୋନାଲିସା
ହଜିଲା ଡଙ୍ଗାର ଏକା ଏକୁଟିଆ ନାଉରୀ..
ତମେ ଏକ ଆବଶ୍ୟକତା
ତମେ ଏକ ନିଷିଦ୍ଧ ଉପତ୍ୟକାର ଜହ୍ନ..
ବିସ୍ମୃତି ର ପାନଖିଲ ତମେ
ତମେ ଏକ ସୁନ୍ଦର ସାୟାହ୍ନ..
କେତେ ଖୋଜିଛି ତମକୁ
ନିଛାଟିଆ ନଈ କୂଳେ
ବରଗଛ ଓହଳ ଉହାଡ଼େ..
ବିଦଗ୍ଧ ତାରୁଣ୍ୟ ମୋର
ତମ ପାଇଁ କୋଣାରକ ଗଢେ..
ସୁନ୍ଦରତା ଯଦି ଗୋଟେ ବିପ୍ରଲମ୍ଭ...
ତମେ କିନ୍ତୁ ମୋନାଲିସା
ମୋ ପ୍ରେମର ଏକ ସୁଖଦ ପ୍ରାରମ୍ଭ...
Do you listen love.
How I am being tortured in your body fragrance..
And searching you in the blind road of the March..
Mind is a Whirlpool of deep water
We are sticks, straw and dry leaves
Like the creeper of geeloy
All the relations are magic
The more they are broken..
The more they grow.
Your memory, Monalisa
Is a sailor of a long lost boat..
You are a necessity..
You are the moon of a forbidden valley..
A beetle roll you are
And a beautiful evening
How have I searched you
In the lonely river bank
And in the backdrop of shoots of a banyan tree..
My tanned youth does build a Konark exclusively for you
If beauty is the epitome of departure..
You are Monalisa, an enchanting beginning of love..
©® SACHIDANANDA MISHRA
No comments:
Post a Comment