Tuesday, 1 August 2017

....ସିନ୍ଦୁର କଜଳ ନାଇଥା...3 ....MAKING YOUR FACE UP....

....ସିନ୍ଦୁର କଜଳ ନାଇଥା...3
....MAKING YOUR FACE UP....

ସୁର କଣ କେବେ ବଦଳି ଯିବ କି
ଧା କୁ ଧୈବତ କହିଲେ....
ଢ଼ିଙ୍କି କଣ ଆଉ ଚୁଡା ନ କୁଟିବ
କୈବର୍ତ୍ତ ସାଙ୍ଗିଆ ବୋହିଲେ...
ସମାଜକୁ ଧରି ସମରସ କଲେ
ଧରମ କହିବ ତେବେ ନା...
ଚଇତନ କାଟି ତଣ୍ଟି କାଟିଲେ ବି
ବୋଲେଇବେନି କି ଭାଇନା ...
ଇଜତ ଗଲାଣି କିଆ ଜଙ୍ଗଲକୁ
ସରମ ଗଲାଣି ଚୁଲିକି...
ଶାଳଗ୍ରାମ ଖାଇ ଖଟୁଳି ଗଲାଣି
ନାନୀ ଅନଉଛି ବୁଲିକି...
ଆଖିମୁଜି ସଖି ବଇଥା...
ସଙ୍ଗାତ ଗଲେଣି ବଇଁଶୀ ବଜେଇ
ସିନ୍ଦୁର କଜଳ ନାଇଥା...

Do you think the note will change
If you call Dhaibat to Dhaa ...
And the house crusher won't pound paddy to pounded rice
If surname will change to Kaivarta..
Dharma (religion) is that idea which balances all section of the society..
With sandal wood mark on forehead
If you pick pocket, you are still called Bhaina...
You have driven your sense of respect into Kewada grove
And integrity in to oven...
The deities have been digested with their base
And the protecter is still looking back
Be seated my sister..
Your life partner has deserted you
Keep busy in making your face up...

©® SACHIDANANDA MISHRA

No comments:

Post a Comment