.....ମର୍ତ୍ତ୍ୟ ମହାମନ୍ତ୍ର ବୋଲୁଥା....
..CHANT THE NAME OF ALMIGHTY.
ଫୁରୁଫୁରାକୁ କି ବରଷା କହିବା
ଭରଷା ନ ଥିଲେ କି ପ୍ରେମ
ବସୁଧା ନ ତାତିଲେ କି ଖରା ବା ସିଏ
ଝାଳ ନ ବୋହିଲେ କି ଶ୍ରମ....
ବୟସ ଅଛି ତ ବାୟସ ଲଢ଼ଇ
ରଡ଼ିଲେ ଜଗତ ଶୁଣେନି...
ଦମ୍ଭ ଅଛି ଯଦି ପଞ୍ଜାରେ ଦେଖାଅ
ଅଭିମାନ ମାନ ଟାଣେନି...
ହଜିଯିବୁ କାଳେ ମହାକାଳ କୋଳେ
ପାଦ ଚିପି ଚିପି ଚାଲୁଥା....
ହରେ ରାମ କୃଷ୍ଣ ଭଜୁଥା ରେ ବାବୁ
ମର୍ତ୍ତ୍ୟ ମହାମନ୍ତ୍ର ବୋଲୁଥା....
Can you term a passing shower as rain..
Love with out reliance is fake
Is it sun if earth is not scorched
Work is not done if it can't disperse..
A crow fights if it is young
You can't establish by shouting
Stand up if you have strength
Ego wouldn't pay off
Be ware, you may lose yourself in the timeline
Take care and chant the big hymn of the earth
Chant the name of Almighty
Hare Rama Hare Krishna..
©® SACHIDANANDA MISHRA
..CHANT THE NAME OF ALMIGHTY.
ଫୁରୁଫୁରାକୁ କି ବରଷା କହିବା
ଭରଷା ନ ଥିଲେ କି ପ୍ରେମ
ବସୁଧା ନ ତାତିଲେ କି ଖରା ବା ସିଏ
ଝାଳ ନ ବୋହିଲେ କି ଶ୍ରମ....
ବୟସ ଅଛି ତ ବାୟସ ଲଢ଼ଇ
ରଡ଼ିଲେ ଜଗତ ଶୁଣେନି...
ଦମ୍ଭ ଅଛି ଯଦି ପଞ୍ଜାରେ ଦେଖାଅ
ଅଭିମାନ ମାନ ଟାଣେନି...
ହଜିଯିବୁ କାଳେ ମହାକାଳ କୋଳେ
ପାଦ ଚିପି ଚିପି ଚାଲୁଥା....
ହରେ ରାମ କୃଷ୍ଣ ଭଜୁଥା ରେ ବାବୁ
ମର୍ତ୍ତ୍ୟ ମହାମନ୍ତ୍ର ବୋଲୁଥା....
Can you term a passing shower as rain..
Love with out reliance is fake
Is it sun if earth is not scorched
Work is not done if it can't disperse..
A crow fights if it is young
You can't establish by shouting
Stand up if you have strength
Ego wouldn't pay off
Be ware, you may lose yourself in the timeline
Take care and chant the big hymn of the earth
Chant the name of Almighty
Hare Rama Hare Krishna..
©® SACHIDANANDA MISHRA
No comments:
Post a Comment