Friday, 21 July 2017

.....ମର୍ତ୍ତ୍ୟ ମହାମନ୍ତ୍ର ବୋଲୁଥା....3 ..CHANT THE NAME OF ALMIGHTY.

.....ମର୍ତ୍ତ୍ୟ ମହାମନ୍ତ୍ର ବୋଲୁଥା....3
..CHANT THE NAME OF ALMIGHTY.

ଆସିଥିଲୁ ଯେବେ ଏକା ଏକା ବାବୁ
ଥିଲା କିଛି ତୋର ହାତରେ ?
କାନ୍ଦୁଥିଲୁ ତୁ ରେ ହସୁଥିଲେ ସବୁ
ଥାପିଥିଲୁ ପାଦ ମର୍ତ୍ୟରେ...
ସପନ ଦେଖୁଚୁ ସଇଲାଣି ରାତି
ଜୀବନ ଟା ଏଡ଼େ ସହଜ..
ଆବୁରି ବସିଚୁ ଦଶ ଦିଗ ସାରା
ଆହୁରି କରୁଚୁ କରଜ..
ଯିବା ବେଳ କେବେ ହେଇ ଯିବ ଆସି
ଚାହିଁଥିବୁ ହୋଇ ଜଳକା
ସାଥିରୁ ତୋହର କେତେ ଗଲେଣି ରେ
କେତେ କିଏ ନେଲେ ଜଣକା...
ହଜିଯିବୁ କାଳେ ମହାକାଳ କୋଳେ
ପାଦ ଚିପି ଚିପି ଚାଲୁଥା....
ହରେ ରାମ କୃଷ୍ଣ ଭଜୁଥା ରେ ବାବୁ
ମର୍ତ୍ତ୍ୟ ମହାମନ୍ତ୍ର ବୋଲୁଥା....

Did you have anything in your hand
When you came alone ?
When you put your feet on this earth
Every body smiled but you cried..
You are dreaming now
When night has exhausted
Is this life so easy?
You are owning the whole universe
You are in a spree of more borrowing..
You will miss the bus
And your departure will knock your door
So many have left you before you
Have anybody took with him anything  each ?
Be ware, you may lose yourself in the timeline
Take care and chant the big hymn of the earth
Chant the name of Almighty
Hare Rama Hare Krishna..

©® SACHIDANANDA MISHRA

No comments:

Post a Comment