....ପ୍ରଣୟ ପାଖୁଡା ଦିଅନା .....
ଅଦିନ ବରଷା ନ ଥାଏ ଭରସା
କରେ ସିନା ଲୋକହସା
ଦେହ ଦହନର ମନ ଗହନର
ଦରଦୀ ଚିତ୍ତର ଭାଷା
ମେଘ ଉହାଡରେ
ଲୁଚିଚ କାହିଁକି
କହିବ ତ କିଛି କୁହନା..
ତୁହାଇ ତୁହାଇ ବରଷୁଛି ଖାଲି
ପ୍ରଣୟ ପାଖୁଡା ଦିଅନା ...
ପଚାରି ପଚାରି ପ୍ରିୟା ର ଠିକଣା
ଶ୍ରାବଣ ଆସିଲା ସିନା
ମାନିନୀ ର ଅଭିମାନ ଯେ ଭାଙ୍ଗିନି
ଜାଣନ୍ତା କାହୁଁ ବା ଅନା
କୁଆ ଡାକିଲେ ଯେ କୁଣିଆ ଆସନ୍ତି
ମନ ଭୁଲିବ ବା କାହୁଁ
ହିଆ ପୋଡିଗଲେ କିଏ ସେ ଖୋଜିବ
ପରାଶ ପୋଛିବ ଦେହୁ ...
Rain not due isn't relied upon
On gets humiliated
And so is the language of
Burning of the body
And a sensitive mind
Why are you hidden
Deep in the clouds ?
Speak if you want to
It is raining like cat and dogs
Give me a page of desire..
Shravan came at last
Searching for the lover's address
See, was not aware of the fact
That the beloved is still sulking.
Guests do appear
When a crow caws
But heart is not convinced
Who will understand
When the heart suffers
The pain is not relieved...
©®SACHIDANANDA MISHRA.
ଅଦିନ ବରଷା ନ ଥାଏ ଭରସା
କରେ ସିନା ଲୋକହସା
ଦେହ ଦହନର ମନ ଗହନର
ଦରଦୀ ଚିତ୍ତର ଭାଷା
ମେଘ ଉହାଡରେ
ଲୁଚିଚ କାହିଁକି
କହିବ ତ କିଛି କୁହନା..
ତୁହାଇ ତୁହାଇ ବରଷୁଛି ଖାଲି
ପ୍ରଣୟ ପାଖୁଡା ଦିଅନା ...
ପଚାରି ପଚାରି ପ୍ରିୟା ର ଠିକଣା
ଶ୍ରାବଣ ଆସିଲା ସିନା
ମାନିନୀ ର ଅଭିମାନ ଯେ ଭାଙ୍ଗିନି
ଜାଣନ୍ତା କାହୁଁ ବା ଅନା
କୁଆ ଡାକିଲେ ଯେ କୁଣିଆ ଆସନ୍ତି
ମନ ଭୁଲିବ ବା କାହୁଁ
ହିଆ ପୋଡିଗଲେ କିଏ ସେ ଖୋଜିବ
ପରାଶ ପୋଛିବ ଦେହୁ ...
Rain not due isn't relied upon
On gets humiliated
And so is the language of
Burning of the body
And a sensitive mind
Why are you hidden
Deep in the clouds ?
Speak if you want to
It is raining like cat and dogs
Give me a page of desire..
Shravan came at last
Searching for the lover's address
See, was not aware of the fact
That the beloved is still sulking.
Guests do appear
When a crow caws
But heart is not convinced
Who will understand
When the heart suffers
The pain is not relieved...
©®SACHIDANANDA MISHRA.
No comments:
Post a Comment