......ଧୀରେ ଧୀରେ ଦୀପ ତେଜୁଥା......
ସପନ ଦେଖିବା ସହଜ ନୁହେଁ ରେ
ରାତି ଥିଲେ ସିନା ହୁଅନ୍ତା..
ମନ ରାଇଜରେ ଉଡିଲେ କି ହବ
ପାଇବୁ କି ହାତ ପାହାନ୍ତା ...
ବଚନ ମଧୁର ଭଲ ଲାଗେ ଭାରି
ଅଣ୍ଟି ଛୁରି ତଣ୍ଟି କାଟିବ
ବ୍ରହ୍ମାଣ୍ଡ ଖୋଜୁଚୁ ହୋଇ ହାଇଁ ପାଇଁ
ପିଣ୍ଡ ମହ ମହ ବାସିବ ...
ଗୋଡ ଖସିଯିବ ଥୟ ଧରି ଚାଲ
ପରମପୁରୁଷେ ଚିଂତୁଥା...
ବୁଡିଯିବୁ କେବେ କିଏ ସେ କହିବ
ଧୀରେ ଧୀରେ ଦୀପ ତେଜୁଥା....
It is not so easy to dream
Had there been night left
No meaning in flying in fantasy
Had it been within reach
Sweet words do win over
Those nearer will cheat you
You are running helter scalter
Your self is the right answer
Take care you may slip dear
Concentrate on the ultimate
You may lose everything
With care lit the lamp....
©® SACHIDANANDA MISHRA
ସପନ ଦେଖିବା ସହଜ ନୁହେଁ ରେ
ରାତି ଥିଲେ ସିନା ହୁଅନ୍ତା..
ମନ ରାଇଜରେ ଉଡିଲେ କି ହବ
ପାଇବୁ କି ହାତ ପାହାନ୍ତା ...
ବଚନ ମଧୁର ଭଲ ଲାଗେ ଭାରି
ଅଣ୍ଟି ଛୁରି ତଣ୍ଟି କାଟିବ
ବ୍ରହ୍ମାଣ୍ଡ ଖୋଜୁଚୁ ହୋଇ ହାଇଁ ପାଇଁ
ପିଣ୍ଡ ମହ ମହ ବାସିବ ...
ଗୋଡ ଖସିଯିବ ଥୟ ଧରି ଚାଲ
ପରମପୁରୁଷେ ଚିଂତୁଥା...
ବୁଡିଯିବୁ କେବେ କିଏ ସେ କହିବ
ଧୀରେ ଧୀରେ ଦୀପ ତେଜୁଥା....
It is not so easy to dream
Had there been night left
No meaning in flying in fantasy
Had it been within reach
Sweet words do win over
Those nearer will cheat you
You are running helter scalter
Your self is the right answer
Take care you may slip dear
Concentrate on the ultimate
You may lose everything
With care lit the lamp....
©® SACHIDANANDA MISHRA
No comments:
Post a Comment