......ଯୁବତୀ ଯୁବାପସରା ଗୋ......
କୃଷ୍ଣଚୁଡାର ରଂଗ ତୁମେ ଗୋ
ବୟସର କୃଷ୍ଣବେଣୀ..
ବୃଷଭାନୁ ଜେମା ବିଧୁର ବିଭୋରା
ବିଧୃତା ବିମ୍ବାଧରୀ...
ରୂପବତୀ ରୂପାମ୍ବରା ଗୋ...
ଯମୁନା କୂଳର ଚିରଯଉବନୀ
ଯୁବତୀ ଯୁବାପସରା ଗୋ...
ଅରନ୍ୟାନୀ ତମେ ସୁନ୍ଦରତାର
ଗଂଗୋତ୍ରୀ ଗଙ୍ଗା ଗୌରବର
ମୃଗାକ୍ଷୀ ମନମୋହିନୀ ମଦାଳସା
ବରଦା ନାୟିକାପ୍ରବର
ସୁନ୍ଦରୀ କୁନ୍ଦଦନ୍ତୀ ଗୋ...
ଋଷିମନଲୋଭା ବିଦଗ୍ଧବିଧୁରା
ସୁମନା ଶୁଭସୁକାନ୍ତି ଗୋ....
You are the colour of Krushnachuda
Long Black plate of the age..
Daughter of Vrushabhanu,
You affected and addicted
One with red lips..
Beautiful and with beauty of the sorrunding..
Ever youthful young lady of Yamuna bank..
Beloved of the young men..
You are the forest of charm
The root of the Gangetic pride
The doe eyed, solace of the mind
O slow mover
You are graceful and the best heroine..
The beautiful with small teeth
Beloved to ascetic mind..
With healthy thought
You are a source of bliss...
©® SACHIDANANDA MISHRA
କୃଷ୍ଣଚୁଡାର ରଂଗ ତୁମେ ଗୋ
ବୟସର କୃଷ୍ଣବେଣୀ..
ବୃଷଭାନୁ ଜେମା ବିଧୁର ବିଭୋରା
ବିଧୃତା ବିମ୍ବାଧରୀ...
ରୂପବତୀ ରୂପାମ୍ବରା ଗୋ...
ଯମୁନା କୂଳର ଚିରଯଉବନୀ
ଯୁବତୀ ଯୁବାପସରା ଗୋ...
ଅରନ୍ୟାନୀ ତମେ ସୁନ୍ଦରତାର
ଗଂଗୋତ୍ରୀ ଗଙ୍ଗା ଗୌରବର
ମୃଗାକ୍ଷୀ ମନମୋହିନୀ ମଦାଳସା
ବରଦା ନାୟିକାପ୍ରବର
ସୁନ୍ଦରୀ କୁନ୍ଦଦନ୍ତୀ ଗୋ...
ଋଷିମନଲୋଭା ବିଦଗ୍ଧବିଧୁରା
ସୁମନା ଶୁଭସୁକାନ୍ତି ଗୋ....
You are the colour of Krushnachuda
Long Black plate of the age..
Daughter of Vrushabhanu,
You affected and addicted
One with red lips..
Beautiful and with beauty of the sorrunding..
Ever youthful young lady of Yamuna bank..
Beloved of the young men..
You are the forest of charm
The root of the Gangetic pride
The doe eyed, solace of the mind
O slow mover
You are graceful and the best heroine..
The beautiful with small teeth
Beloved to ascetic mind..
With healthy thought
You are a source of bliss...
©® SACHIDANANDA MISHRA
No comments:
Post a Comment