.....ଗଣ୍ଠି ପକେଇଥା ଶବଦ ବ୍ରହ୍ମ......
ଶୁଖିଲା ମାଟିରେ ପଦୁମ ଫୁଟେନି
ଓଳିଆରେ ଧାନ ହୁଏନି ଗଜା...
ସପନ ଦେଖାରେ ବରଷ ପୁରେନି
କୁଲା ହଲେଇଲେ ଉଡେନି ଧ୍ବଜା...
ରାଜନୀତି କଲେ ପୁରେନି ପେଟ..
ଗରମ ପାଣିରେ ଘର ପୋଡେ ନାଇଁ
ଭୁଲ ମାଗିଦେଲେ ହବନି ଛୋଟ...
କଳି ଯୁଗ ଇଏ ଅଜବ ସମୟ
ଛାଡନି ଧରମ ଛାଡନି କର୍ମ...
ଠିକଣା ବେଳରେ ପାଇବ ଠିକଣା
ଗଣ୍ଠି ପକେଇଥା ଶବଦ ବ୍ରହ୍ମ...
ବିବେକ କୁ ବଳି ଦିଅନି...
ପଇସା ଲୋଭରେ ଇଜ୍ଜତ ଛାଡନି
ଜନମ ମାଟିକୁ ବିକନି....
Lotus doesn't bloom.on fry soil..
Paddy doesn't sprout on safe store
Time isn't spent while dreaming
And the flag doesn't flutter on hand driven air..
Politics is not a business
Teacher roof is not burnt in hot water
You won't be demeaned by a clean apology...
This is Kali yuga, a strange time really
Don't leave rhe way of righteous living pattern
Keep tracking the sound ultimate
You will the address in right time..
Keep touch with the conscience
Don't shed your ideology
Don't barter your mother land...
©® SACHIDANANDA MISHRA
ଶୁଖିଲା ମାଟିରେ ପଦୁମ ଫୁଟେନି
ଓଳିଆରେ ଧାନ ହୁଏନି ଗଜା...
ସପନ ଦେଖାରେ ବରଷ ପୁରେନି
କୁଲା ହଲେଇଲେ ଉଡେନି ଧ୍ବଜା...
ରାଜନୀତି କଲେ ପୁରେନି ପେଟ..
ଗରମ ପାଣିରେ ଘର ପୋଡେ ନାଇଁ
ଭୁଲ ମାଗିଦେଲେ ହବନି ଛୋଟ...
କଳି ଯୁଗ ଇଏ ଅଜବ ସମୟ
ଛାଡନି ଧରମ ଛାଡନି କର୍ମ...
ଠିକଣା ବେଳରେ ପାଇବ ଠିକଣା
ଗଣ୍ଠି ପକେଇଥା ଶବଦ ବ୍ରହ୍ମ...
ବିବେକ କୁ ବଳି ଦିଅନି...
ପଇସା ଲୋଭରେ ଇଜ୍ଜତ ଛାଡନି
ଜନମ ମାଟିକୁ ବିକନି....
Lotus doesn't bloom.on fry soil..
Paddy doesn't sprout on safe store
Time isn't spent while dreaming
And the flag doesn't flutter on hand driven air..
Politics is not a business
Teacher roof is not burnt in hot water
You won't be demeaned by a clean apology...
This is Kali yuga, a strange time really
Don't leave rhe way of righteous living pattern
Keep tracking the sound ultimate
You will the address in right time..
Keep touch with the conscience
Don't shed your ideology
Don't barter your mother land...
©® SACHIDANANDA MISHRA
No comments:
Post a Comment