..........ପାଦତଳେ ତମ ବର୍ଷା ଲୋଟୁଥିବ....
....RAIN WOULD BE DANCING UNDER YOUR FEET.....
ବରଷା ଆସିଚି ସୁନ୍ଦରୀ ତମର
ଝିଲିମିଲି କୃଷ୍ଣ ବେଣୀରେ..
ବରଷା ଆସିଚି କୃଷ୍ଣଚୁଡାର
ରଙ୍ଗ ନେଇ ନାଗଫେଣୀରେ...
ପୁରନ୍ତା ଓଠରେ ବରଷା ଖେଳାଏ
ଇନ୍ଦ୍ରଧନୁର ମହକ..
ଆଖିରେ ଆଖିଏ ପୁଷ୍ପବତୀ ଗୋ
ଦେହ ଦହନର ଦାହକ...
ସପନ ଥିବ ଗୋ ଆଖିରେ ଆଖିଏ
ସପନରେ ଥିବ ତମେ...
ପାଦତଳେ ତମ ବର୍ଷା ଲୋଟୁଥିବ
ମଧୁର ମୁରଲୀ ସ୍ୱନେ....
ଶ୍ରାବଣ ଆସିବ ଚିଟାଉ ଧରିକି
ପ୍ରିୟତମ ଆସିବେ କି..
ବୁକୁରେ ବୁକୁଏ ଧରିଥିବ ଭାଷା
ପ୍ରଣୟ ପତର ଜାକି...
The rain has come O beautiful
On your long black plait of hair
The rain has also come with the color of fire tree...
On the bunch of cobra cactus
The rain plays the havoc of rainbow on your full lips
You have in your eyes O my flower queen
The catalyst of burning the body..
There would be dream in your eyes full
With you in the dream..
The rain would be dancing under your feet
With a sweet tune in the flute..
Shrabana would come with a letter
Declaring the advent of the dearest one..
There would be a chest full message in the love letter close to the heart.
©® SACHIDANANDA MISHRA