.....କୃଷ୍ଣ କହ୍ନେଇକୁ ଡାକୁଥା....
....PRAY FOR KRISHNA KANHAIYA..
ରମାରମଣଙ୍କୁ ଭଜୁଥା ରେ ବାବୁ
ମୁରଲୀଧରଙ୍କୁ ଖୋଜୁଥା...
ବୁଡିଯିବୁ କେବେ କିଏ ସେ କହିବ
ଧୀରେ ଧୀରେ ଦୀପ ତେଜୁଥା....
ବୟସ ଗଡ଼ିଲେ ଅୟସ ନ ଥିବ
ଗଡିବନି ଗାଡି ଆଗକୁ..
ସବୁ ଥିବ ପୁଣି କିଛି ବି ନ ଥିବ
ବାଘ ଡରୁ ଥିବ ଫାଘକୁ..
ବେଳ ଥାଉ ବନ୍ଧ ବାନ୍ଧୁଥା ବାବୁରେ
ଜଳ ହିଁ ଜୀବନ ଜାଣିଚୁ...
କାଦୁଅ ମଝିକୁ ଡେଇଁଲୁ ଯେବେ ରେ
ଲାଭ ଲୋକଶ୍ୟାନି ଗଣିଚୁ...
ବେଳ ବୁଡ଼ିଲାଣି ବସିଚୁ କିଆଁ ରେ
କୃଷ୍ଣ କହ୍ନେଇକୁ ଡାକୁଥା....
ବାଟ ଭୁଲିଯିବୁ ହେଜୁଥା ମନରେ
ଧୀରେ ଧୀରେ ଦୀପ ତେଜୁଥା....
Just chant the name of Ramaramana..
Keep on searching the Muralidhar..
Who can predict when you will drown
Just keep on lighting the lamp..
On aging, we will lose all merry making
Your body won't move ahead..
You will have everything at your disposal
Yet you will have nothing...
You will be afraid of your fantasy..
Just strengthen the embankment
You know water is the life..
You have entered into the marsh on your own will
You must have the accounting done
Now, it is near night fall
Pray Krishna Kanheiya..
Take care to stick to the right path
Carefully lighten the lamp...
©® SACHIDANANDA MISHRA
....PRAY FOR KRISHNA KANHAIYA..
ରମାରମଣଙ୍କୁ ଭଜୁଥା ରେ ବାବୁ
ମୁରଲୀଧରଙ୍କୁ ଖୋଜୁଥା...
ବୁଡିଯିବୁ କେବେ କିଏ ସେ କହିବ
ଧୀରେ ଧୀରେ ଦୀପ ତେଜୁଥା....
ବୟସ ଗଡ଼ିଲେ ଅୟସ ନ ଥିବ
ଗଡିବନି ଗାଡି ଆଗକୁ..
ସବୁ ଥିବ ପୁଣି କିଛି ବି ନ ଥିବ
ବାଘ ଡରୁ ଥିବ ଫାଘକୁ..
ବେଳ ଥାଉ ବନ୍ଧ ବାନ୍ଧୁଥା ବାବୁରେ
ଜଳ ହିଁ ଜୀବନ ଜାଣିଚୁ...
କାଦୁଅ ମଝିକୁ ଡେଇଁଲୁ ଯେବେ ରେ
ଲାଭ ଲୋକଶ୍ୟାନି ଗଣିଚୁ...
ବେଳ ବୁଡ଼ିଲାଣି ବସିଚୁ କିଆଁ ରେ
କୃଷ୍ଣ କହ୍ନେଇକୁ ଡାକୁଥା....
ବାଟ ଭୁଲିଯିବୁ ହେଜୁଥା ମନରେ
ଧୀରେ ଧୀରେ ଦୀପ ତେଜୁଥା....
Just chant the name of Ramaramana..
Keep on searching the Muralidhar..
Who can predict when you will drown
Just keep on lighting the lamp..
On aging, we will lose all merry making
Your body won't move ahead..
You will have everything at your disposal
Yet you will have nothing...
You will be afraid of your fantasy..
Just strengthen the embankment
You know water is the life..
You have entered into the marsh on your own will
You must have the accounting done
Now, it is near night fall
Pray Krishna Kanheiya..
Take care to stick to the right path
Carefully lighten the lamp...
©® SACHIDANANDA MISHRA
No comments:
Post a Comment