......ଅଧୁରା ସପନ ପରି....
.....LIKE AN UNFULFIILED DREAM....
ତମେ ଏଠୁଁ ଗଲା ପରେ ମୋନାଲିସା
ମଉସୁମୀ ଧସେଇ ପଶିଛି..
ଫାଜିଲ ଝିଅଟେ ପରି
ରାସ୍ତାଘାଟ ଜାମ ସବୁ
ଯୁଆଡେ ଯାଉଛି..
ସହରରେ ପଡିଛି ହାଲୋଳି
ଗର୍ବରେ ଭାଙ୍ଗି ପଡୁଛି ଗଛ ଜାମୁକୋଳି
ପାଉଁଜୀ ପିନ୍ଧିଚି ହଳେ ଝୁମୁକା ଲଗେଇ
ତମ ସେ ଫୁଲେଇ ସାଙ୍ଗ ନାୟିକା ଶ୍ରାବଣୀ
ମୋନାଲିସା
ପଡ଼ୁଚ ବହୁତ ମନେ
ଅଧୁରା ସପନ ସରି...
ତମ ମନ ଓଳିଗଡା ପାଣି ପରି...
ପାହାଡ଼ ଯାକର ମାନ
ତା ଠାରୁ ଅଧିକ ଭାରି
ଯେତେ ସବୁ ଅଭିମାନ...
ଉଡ଼ନ୍ତା ଗେଣ୍ଡାଳିଆର ପର ପରି
ଅମାନିଆ ଯଉବନ...
ତମ ସ୍ମୃତି ଅସୁମାରୀ
ନିଦଭରା ଆକ୍ଷି ପତା ପରି
ମାଡି ପଡେ ଭାରି ଭାରି...
After you left Monalisa
The monsoon has forcefully entered
The roads are all jammed
Wherever she goes
Like an oversmart lass
The town is bursting agog
The Jamun tree is over weight with pride
Your that friend
The proud heroine Shravani
Has worn a pair of anklets with ghungru
I miss you too much Monalisa
Like an unfulfilled dream
Your mind is like rain water flowing from roof
You are more sensitive than the
Heavier hills
Your youth is care free
Like the feathers of flying Gendalia..
Your memories are an endless list
They overpower like drowsing eye brows...
©® SACHIDANANDA MISHRA
.....LIKE AN UNFULFIILED DREAM....
ତମେ ଏଠୁଁ ଗଲା ପରେ ମୋନାଲିସା
ମଉସୁମୀ ଧସେଇ ପଶିଛି..
ଫାଜିଲ ଝିଅଟେ ପରି
ରାସ୍ତାଘାଟ ଜାମ ସବୁ
ଯୁଆଡେ ଯାଉଛି..
ସହରରେ ପଡିଛି ହାଲୋଳି
ଗର୍ବରେ ଭାଙ୍ଗି ପଡୁଛି ଗଛ ଜାମୁକୋଳି
ପାଉଁଜୀ ପିନ୍ଧିଚି ହଳେ ଝୁମୁକା ଲଗେଇ
ତମ ସେ ଫୁଲେଇ ସାଙ୍ଗ ନାୟିକା ଶ୍ରାବଣୀ
ମୋନାଲିସା
ପଡ଼ୁଚ ବହୁତ ମନେ
ଅଧୁରା ସପନ ସରି...
ତମ ମନ ଓଳିଗଡା ପାଣି ପରି...
ପାହାଡ଼ ଯାକର ମାନ
ତା ଠାରୁ ଅଧିକ ଭାରି
ଯେତେ ସବୁ ଅଭିମାନ...
ଉଡ଼ନ୍ତା ଗେଣ୍ଡାଳିଆର ପର ପରି
ଅମାନିଆ ଯଉବନ...
ତମ ସ୍ମୃତି ଅସୁମାରୀ
ନିଦଭରା ଆକ୍ଷି ପତା ପରି
ମାଡି ପଡେ ଭାରି ଭାରି...
After you left Monalisa
The monsoon has forcefully entered
The roads are all jammed
Wherever she goes
Like an oversmart lass
The town is bursting agog
The Jamun tree is over weight with pride
Your that friend
The proud heroine Shravani
Has worn a pair of anklets with ghungru
I miss you too much Monalisa
Like an unfulfilled dream
Your mind is like rain water flowing from roof
You are more sensitive than the
Heavier hills
Your youth is care free
Like the feathers of flying Gendalia..
Your memories are an endless list
They overpower like drowsing eye brows...
©® SACHIDANANDA MISHRA
No comments:
Post a Comment