....ରମାରମଣଙ୍କୁ ଭଜୁଥା ରେ ବାବୁ...
ରମାରମଣଙ୍କୁ ଭଜୁଥା ରେ ବାବୁ
ମୁରଲୀଧରଙ୍କୁ ଖୋଜୁଥା...
ବୁଡିଯିବୁ କେବେ କିଏ ସେ କହିବ
ଧୀରେ ଧୀରେ ଦୀପ ତେଜୁଥା....
ଆସିଥିଲୁ ଖାଲି, ଯିବୁ ତୁ ବି ଖାଲି
ରଙ୍ଗିଲା ହେଉଛୁ କାହିଁକି..
ଅଳପ ଦିନର ଗଳପ ନାୟକ
ଅଂଗଭଂଗି କାହା ପାଇଁକି..
କାହାକୁ ନିଜର କରୁଚୁ ବାବୁରେ
କିଏ ସେ ତୋ ପଛେ ଚାଲିବ..
କାହାକୁ ଡାକିବୁ ବିକଳ ପକେଇ
ପାପ ଘଡା ଯେବେ ଖୋଲିବ...
ବେଳ ଥାଉ ବନ୍ଧ ବାନ୍ଧରେ ଗୋସେଇଁ
ସଳଖ ବାଟକୁ ଖୋଜୁଥା..
ରମାରମଣଙ୍କୁ ଭଜୁଥା ରେ ବାବୁ
ମନ ଭରି ଦୀପ ତେଜୁଥା... ୨
IN RAMARAMANA HAVE YOUR DATE.....
Just chant the name of Ramaramana..
Keep on searching the Muralidhar..
Who can predict when you will drown
Just keep on lighting the lamp..
You were empty when you came
You will also move blank
Why are you so elated ?
You are a hero of only few days
What is your acting related..
Who you are owning dear
Who will follow your road ?
Who will you ask for
When the pot of sin will explode ?
Earmark your path my friend
Keep to the straight
Mindfully keep the lamp lit
In Ramaramana have your date...2
ରମାରମଣଙ୍କୁ ଭଜୁଥା ରେ ବାବୁ
ମୁରଲୀଧରଙ୍କୁ ଖୋଜୁଥା...
ବୁଡିଯିବୁ କେବେ କିଏ ସେ କହିବ
ଧୀରେ ଧୀରେ ଦୀପ ତେଜୁଥା....
ଆସିଥିଲୁ ଖାଲି, ଯିବୁ ତୁ ବି ଖାଲି
ରଙ୍ଗିଲା ହେଉଛୁ କାହିଁକି..
ଅଳପ ଦିନର ଗଳପ ନାୟକ
ଅଂଗଭଂଗି କାହା ପାଇଁକି..
କାହାକୁ ନିଜର କରୁଚୁ ବାବୁରେ
କିଏ ସେ ତୋ ପଛେ ଚାଲିବ..
କାହାକୁ ଡାକିବୁ ବିକଳ ପକେଇ
ପାପ ଘଡା ଯେବେ ଖୋଲିବ...
ବେଳ ଥାଉ ବନ୍ଧ ବାନ୍ଧରେ ଗୋସେଇଁ
ସଳଖ ବାଟକୁ ଖୋଜୁଥା..
ରମାରମଣଙ୍କୁ ଭଜୁଥା ରେ ବାବୁ
ମନ ଭରି ଦୀପ ତେଜୁଥା... ୨
IN RAMARAMANA HAVE YOUR DATE.....
Just chant the name of Ramaramana..
Keep on searching the Muralidhar..
Who can predict when you will drown
Just keep on lighting the lamp..
You were empty when you came
You will also move blank
Why are you so elated ?
You are a hero of only few days
What is your acting related..
Who you are owning dear
Who will follow your road ?
Who will you ask for
When the pot of sin will explode ?
Earmark your path my friend
Keep to the straight
Mindfully keep the lamp lit
In Ramaramana have your date...2
No comments:
Post a Comment