କବି ବୋଲି କେବେ ତ କହିନ...
ହୃଦୟ ଟା ଖୋଲିଦେଲେ
ଅବୁଝା ମନର ବୁଜା ବନ୍ଧ ଭାଙ୍ଗିଯାଏ
ଧକ୍କା ମାରି ବାହାରି ଆସନ୍ତି ସବୁ
ଖଟାଖିଆ ଭୁତମୁହାଁ ଖିଆଲ ଗୁଡାକ
ଲେଖ କି ନା ଲେଖ ତମେ
କବିତା କି ଛାର କଥା !!
ଲେଖି ହୋଇ ଯାଏ ମହାକାବ୍ୟ
ବାଲ୍ମୀକି ହୋଇ ଯାଆନ୍ତି ମହାକବି
ଝରିପଡ଼େ କରୁଣାର ଝରା ଶିରାବଣ
କବି କେବେ ଚୋର ହୁଏ ନାଇଁ..
ମୋନାଲିସା !
ତମେ କେବେ କରିନ ତ ଅଳି
କେତେ ରାତି ବିତେଇଚି
ଜାଗରଣ ତମ ପାଇଁ...
ଲେଖିଛି ତମକୁ ବସି ଫର୍ଦ ପରେ ଫର୍ଦ
ଜଣେଇଛି ହୃଦୟର ଅଳିନ୍ଦରୁ ଅକୁହା ଦରଦ
କବି ବୋଲି କେବେ ତ କହିନ...
ଆଡ ଆଖି କରି କେବେ
ଥରେ ବି ଚାହିଁନ..
ଚୋରେଇନି ରାଜାପୁଅ ପରି ତମ ଲମ୍ବକେଶ..
ମୁହଁ ଶୁଖେଇନି କେବେ
କରିନାହଁ ବୋଲି ହୃଦୟେଶ..
ବୟସର ଶେଷ ଦୃଶ୍ୟ
ଏବେ ବି ଅସ୍ପଷ୍ଟ...
ଭଷା ଆଖି
ରୁଷା ମନ
ଦେହର ସୁଗନ୍ଧ ତମ
ଚାରିଆଡେ ଉଡି ବୁଲେ
ଖାଲି ଯାହା ସେଇ ମନ କଷ୍ଟ...
You have never termed a poet.
The boundary of childish mind breaks away
On opening up the heart
The sour ghost-faced ideas do come out
With a bang..
Poetry is a simple thing
You write or don't
An epic is formed.
The Valmiki turns a great poet
The sprinkling Shravan pours out
A poet never adopts theft
Monalisa !
You have never compelled me
I have spent nights together
Awaken for you.
I have written pages after pages
Opening the core my heart.
You have never termed me a poet
Never ogled at me even for once
I have not kept your long hair, unknown to you like a prince
I have not worried because you didn't accept me
The last chapter of your life
Is still not clear
Your thoughtful eyes
Heavy heart
The scent of your body has inflamed the air
That I resent..
©® BY SACHIDANANDA MISHRA
ହୃଦୟ ଟା ଖୋଲିଦେଲେ
ଅବୁଝା ମନର ବୁଜା ବନ୍ଧ ଭାଙ୍ଗିଯାଏ
ଧକ୍କା ମାରି ବାହାରି ଆସନ୍ତି ସବୁ
ଖଟାଖିଆ ଭୁତମୁହାଁ ଖିଆଲ ଗୁଡାକ
ଲେଖ କି ନା ଲେଖ ତମେ
କବିତା କି ଛାର କଥା !!
ଲେଖି ହୋଇ ଯାଏ ମହାକାବ୍ୟ
ବାଲ୍ମୀକି ହୋଇ ଯାଆନ୍ତି ମହାକବି
ଝରିପଡ଼େ କରୁଣାର ଝରା ଶିରାବଣ
କବି କେବେ ଚୋର ହୁଏ ନାଇଁ..
ମୋନାଲିସା !
ତମେ କେବେ କରିନ ତ ଅଳି
କେତେ ରାତି ବିତେଇଚି
ଜାଗରଣ ତମ ପାଇଁ...
ଲେଖିଛି ତମକୁ ବସି ଫର୍ଦ ପରେ ଫର୍ଦ
ଜଣେଇଛି ହୃଦୟର ଅଳିନ୍ଦରୁ ଅକୁହା ଦରଦ
କବି ବୋଲି କେବେ ତ କହିନ...
ଆଡ ଆଖି କରି କେବେ
ଥରେ ବି ଚାହିଁନ..
ଚୋରେଇନି ରାଜାପୁଅ ପରି ତମ ଲମ୍ବକେଶ..
ମୁହଁ ଶୁଖେଇନି କେବେ
କରିନାହଁ ବୋଲି ହୃଦୟେଶ..
ବୟସର ଶେଷ ଦୃଶ୍ୟ
ଏବେ ବି ଅସ୍ପଷ୍ଟ...
ଭଷା ଆଖି
ରୁଷା ମନ
ଦେହର ସୁଗନ୍ଧ ତମ
ଚାରିଆଡେ ଉଡି ବୁଲେ
ଖାଲି ଯାହା ସେଇ ମନ କଷ୍ଟ...
You have never termed a poet.
The boundary of childish mind breaks away
On opening up the heart
The sour ghost-faced ideas do come out
With a bang..
Poetry is a simple thing
You write or don't
An epic is formed.
The Valmiki turns a great poet
The sprinkling Shravan pours out
A poet never adopts theft
Monalisa !
You have never compelled me
I have spent nights together
Awaken for you.
I have written pages after pages
Opening the core my heart.
You have never termed me a poet
Never ogled at me even for once
I have not kept your long hair, unknown to you like a prince
I have not worried because you didn't accept me
The last chapter of your life
Is still not clear
Your thoughtful eyes
Heavy heart
The scent of your body has inflamed the air
That I resent..
©® BY SACHIDANANDA MISHRA
No comments:
Post a Comment