..........ଫେରିବି ଗୋ ମୁଁ ଯେ ଫେରିବି... ୬
..... ONE DAY RETURN I WILL....6
ଫେରିବି ଗୋ ନିଶ୍ଚେ ଫେରିବି ସୁନ୍ଦରୀ
ଫେରିବି ଗୋ ନିଶ୍ଚେ ଫେରିବି...
ବସିଥା ଧରିକି ମନରେ ଗୁମାନ
ଅଭିମାନ ମନୁ ହରିବି....
ଅଶିଣ ଆସିଚି ଆନମନା ହେଇ
କାଶବଣେ ହଜି ଯିବାକୁ...
ଗଙ୍ଗଶିଉଳୀ ର ମହକ ମୋହରେ
ସଖୀ ସାଥେ ଭିଜି ଯିବାକୁ...
କୁଷ୍ଣାବେଣୀ ଗୋ କୁନ୍ତଳେ ତମ
କେତକୀ ପାଖୁଡା ଖୋସିବି...
ଗୋଲାପୀ ଅଧରେ ମୁଗ୍ଧା ମଧୁରେ
ଚୁମିବି ଗୋ ମନ ତୋଷିବି...
ଫେରିବି ଗୋ ନିଶ୍ଚେ ଫେରିବି ସୁନ୍ଦରୀ
ଫେରିବି ଗୋ ନିଶ୍ଚେ ଫେରିବି...
ବସିଥା ଧରିକି ମନରେ ଗୁମାନ
ଅଭିମାନ ମନୁ ହରିବି.
Return I will one day O beautiful
Return I will I swear..
Be with all your sulikgs for me dear
Your objections I will take care...
The autumn has advented with lack of attention
Simply to be lost in Kasha jungle
Being mingled with the scent of Gangashiuli
To be drenched with the beloved..
I will bedeck your long lock of black hair, O beautiful
With leaves of Ketaki...
In the air of sweetness O pleased one
I will bring you pleasure
I will kiss your rosy lip......
Return I will one day O beautiful
Return I will I swear..
Be with all your sulkings for me dear
Your objections I will take care...
©®SACHIDANANDA MISHRA..
..... ONE DAY RETURN I WILL....6
ଫେରିବି ଗୋ ନିଶ୍ଚେ ଫେରିବି ସୁନ୍ଦରୀ
ଫେରିବି ଗୋ ନିଶ୍ଚେ ଫେରିବି...
ବସିଥା ଧରିକି ମନରେ ଗୁମାନ
ଅଭିମାନ ମନୁ ହରିବି....
ଅଶିଣ ଆସିଚି ଆନମନା ହେଇ
କାଶବଣେ ହଜି ଯିବାକୁ...
ଗଙ୍ଗଶିଉଳୀ ର ମହକ ମୋହରେ
ସଖୀ ସାଥେ ଭିଜି ଯିବାକୁ...
କୁଷ୍ଣାବେଣୀ ଗୋ କୁନ୍ତଳେ ତମ
କେତକୀ ପାଖୁଡା ଖୋସିବି...
ଗୋଲାପୀ ଅଧରେ ମୁଗ୍ଧା ମଧୁରେ
ଚୁମିବି ଗୋ ମନ ତୋଷିବି...
ଫେରିବି ଗୋ ନିଶ୍ଚେ ଫେରିବି ସୁନ୍ଦରୀ
ଫେରିବି ଗୋ ନିଶ୍ଚେ ଫେରିବି...
ବସିଥା ଧରିକି ମନରେ ଗୁମାନ
ଅଭିମାନ ମନୁ ହରିବି.
Return I will one day O beautiful
Return I will I swear..
Be with all your sulikgs for me dear
Your objections I will take care...
The autumn has advented with lack of attention
Simply to be lost in Kasha jungle
Being mingled with the scent of Gangashiuli
To be drenched with the beloved..
I will bedeck your long lock of black hair, O beautiful
With leaves of Ketaki...
In the air of sweetness O pleased one
I will bring you pleasure
I will kiss your rosy lip......
Return I will one day O beautiful
Return I will I swear..
Be with all your sulkings for me dear
Your objections I will take care...
©®SACHIDANANDA MISHRA..
No comments:
Post a Comment