Tuesday, 10 October 2017

......ଧରି ଥାଆ ମଙ୍ଗ ମୋଡି ରେ.... ୩ JUST KEEP HOLD ON THE STERN..3

......ଧରି ଥାଆ ମଙ୍ଗ ମୋଡି ରେ.... ୩
JUST KEEP HOLD ON THE STERN..3

ରୂପ ରଙ୍ଗ ସବୁ
ପଛକୁ ପକା ରେ
ବେଳ ତ ଯାଉଛି ଗଡି....
ଚେହେରା ତଳେ ତୋ  ରସରଙ୍ଗାଧର
ଧରି ଥାଆ ମଙ୍ଗ ମୋଡି...

ଫଗୁଣ ପଛକୁ ଚଇତ ଆସିବ
ବଇଶାଖ କେତେ ଦିନ ଯେ ..
ମନ ଛାଡ଼ି ଗଲେ ରଙ୍କ ଲାଗେ ନାଇଁ
ରାତି ପରେ ଆସେ ଦିନ ଯେ...
ବଇଷିମ ହେଲେ ଛାଡେ ନାଇଁ ଯମ
ପୋତିବୁ ଯେତିକି କାଟିବୁ...
ମୁହଁ ସୁଖେଇଲେ କାଳ କି ଛାଡିବ
ପେଟ ଭରିଗଲେ ଫାଟିବୁ...
ବୟସ ଗଡିଲେ ଅୟସ କି ହେବ
ବିଷ କି ନ ହବ ସମ୍ପତ୍ତି......
ଦାନ୍ତ ପଡ଼ିଗଲେ ବେଦାନ୍ତ ପଢିବୁ
ସଂସାର ଲାଗିବ ବିପତ୍ତି...
କୁଞ୍ଚ ଖସିଯିବ ଜଗତ ହସିବ
ମୋଡି ହୋଇଯିବ ଧଡି ରେ...
ଚେହେରା ତଳେ ତୋ  ରସରଙ୍ଗାଧର
ଧରି ଥାଆ ମଙ୍ଗ ମୋଡି ରେ.....

Leave the body care to back bench
O my dear, Time is on the run...
The Lord of the beauty, the red lipped one is inside you
Just keep hold on the stern..

Spring will not stay for ever
Summer will follow and is on the toe...
It will take no time to be satisfied
Day will pass with night to follow.....
By being a vaishnavite
You can't escape the end....
As you sow so you will reap
This the natural trend....
Time will overpower you
The more you eat...
The harsher will be the repercussion
Suffering is in your kit....
Aging will ruin your luxury schedule
The wealth will rot...
You will loose your teeth one day
You will be a wiser lot...
Dressing sencse will be useless
Clothes will be all torn..
The Lord of the beauty, the red lipped one is inside you
Just keep hold on the stern..

©®SACHIDANANDA MISHRA

No comments:

Post a Comment